STORYMIRROR

GEETARANI BISOYI

Others

2  

GEETARANI BISOYI

Others

ଏଇତ ଜୀବନ

ଏଇତ ଜୀବନ

1 min
827


ଏଇତ ଜୀବନ

ସୁଖ ଦୁଃଖ ସବୁ କପାଳ ଲିଖନ

ଭାବି ମୁଁ କଟୁଛି ଛୋଟ ଜୀବନ

ଜାଣେ ମୁଁ ଜୀବନ ଅଟେ ଭଙ୍ଗୁର

ଚିର ସ୍ଥାୟୀ ନୁହେଁ କାହା ସଂସାର

ଜନ୍ମ ପରେ ମରଣ ଅଟେ ମୋହର

ଜାଣି ଥିଲେ ମଧ୍ୟ ଲାଗଇ ଡର ।

ଗୀତାରାଣୀ ବିସୋୟୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from GEETARANI BISOYI