STORYMIRROR

Anshuman Sahoo

Children Stories Classics Inspirational

2  

Anshuman Sahoo

Children Stories Classics Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
22

ମୋ ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ,

ମନରେ ରଖି ଅସୁମାରୀ ଆଶା ଓ ବିଶ୍ଵାସ |


ରହିଛି ଆଜି ସବୁଠି କୋଭିଡର କଟକଣା,

ପରନ୍ତୁ କରିପାରିନି ସେ ଦେଶପ୍ରେମରେ ଉଣା |


ଭାରତମାତାର ସୁଯୋଗ୍ୟଙ୍କ କଣ୍ଠୁ ଜୟ ଜୟ ଗାନ ଛୁଟେ,

ବିରତ୍ବର ମହକରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠେ |


ନଗର, ଗ୍ରାମ ଓ ବନ ପ୍ରାନ୍ତେ ଉଡାଇବା ଆମ ଜାତୀୟ ଧ୍ଵଜା,

ନରଖି ମନରେ ହତୋତ୍ସାହ ଅବା ଅହଂକାରର ଦ୍ବେଧା |


୭୩ ତମ ଗଣତନ୍ତ୍ର ଦିବସ ଅବସରରେ ମୋର ବରେଣ୍ୟ ଶିକ୍ଷକ ଶିକ୍ଷିକାବୃନ୍ଦ, ପ୍ରିୟ ଛାତ୍ରଛାତ୍ରୀ ତଥା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା |


Rate this content
Log in