STORYMIRROR

Lipirekha Mohapatra

Others

2  

Lipirekha Mohapatra

Others

ଦି ଟଂକିଆ କବିତା

ଦି ଟଂକିଆ କବିତା

1 min
3.0K


ନୂଆଣିଆଁ ଚାଳଘର

ଡିବିରି ବତୀରେ

ମହଂଗା ଦିଶେ

ଇନ୍ଦିରା ଆବାସ ,

ନିଅନ ବତୀ l (1)

ମୁନିଆଁ ନଖ

ବାଘର ହଳେ ଆଖିରେ ,

ନିର୍ଭୟାର ନିର୍ଭୟ

ନିଅଣ୍ଟ l (2)

ବିକ୍ରି ବଜାରରେ

ତ୍ରିରଂଗା ଖାଲି

ଦୁଇ ଟଂକା ll

ଲିପି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍