STORYMIRROR

Binny Prasad

Others

3  

Binny Prasad

Others

ଚିଠି

ଚିଠି

1 min
14.1K


ହୁଏତ ଏଥର ବି ଖାଲି ଚିଠି ମିଳିବ

ଲେଉଟାଣିର ବାଟକୁ ଚାହିଁ ଚାହିଁ

କେତେଯେ ସମୟ ବଦଳି ଗଲାଣି ତାର ହିସାବ ନାହିଁ


ଗୋଟେ ପାଖ ମୋ ଛାଇ

ଆଉ ଆରପାଖେ ମୋ ଦେହ

ଆଉ ମଝିରେ ଅନେକ ଗୁଡାଏ ଭାବନା

ବୋଧେ ମୋ ସହ ମୋ ପ୍ରେମ ରେଳଧାରଣା ଭଳିଆ

ଛାଇ ଦେହ ଏକାଠି ଚାଲିକି ବି

ନ ମିଶିଲା ଭଳିଆ,


ସେଥିପାଇଁ ବେଳେବେଳେ ଏକାକି ଖୋଜିବୁଲେ ନିଜକୁ ନିଜ ଭିତରେ

କିନ୍ତୁ ସମ୍ପୂର୍ଣ ପାଏ ନାହିଁ ନିଜକୁ

ଆଶା ଅଭିଳାଶା ଭିତରେ ବାକି ରହିଯାଏ ମୋ ଲେଖା ସବୁବେଳେ

ଠିକ୍ ମୋ ପରି...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binny Prasad

ଚିଠି

ଚିଠି

1 min ପଢ଼ନ୍ତୁ