STORYMIRROR

Krishna pattanaik

Others

3  

Krishna pattanaik

Others

ବିଶ୍ୱାସ

ବିଶ୍ୱାସ

1 min
186

ତୁମ ଭଲପାଇବାର ରଙ୍ଗରେ

ମୋ ହୃଦୟ ଆଜି ରଙ୍ଗାୟିତ

ତୁମ ନିଛ୍ଛକ ବିଶ୍ବାସ ହିଁ ତ 

ସମ୍ପତି ମୋ ଜୀବନ ସାରାର,

ଆଜି ତ ନାହିଁ କିଛି କହିବାକୁ

ହେଲେ ଅନେକ୍ କିଛି ଅଛି

ଲୁହ ଆଉ ହସ ଭିତରେ

ନିବୁଜ ହୃଦୟର ଫରୁଆରେ ।

ପାରିବ ତ ସାଇତି ଦିଅ ମୋତେ

ଜୀବନ ତମାମ୍ ଓଠର ହସ କରି

ମୁଁ ତ ଆଜିବି କେବଳ ତୁମର

ବାସ୍ କେବଳ ଆଉ କେବଳ ତୁମର ।


Rate this content
Log in

More oriya poem from Krishna pattanaik