STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ଭିକରେ ମରେନା ଭୋକ

ଭିକରେ ମରେନା ଭୋକ

1 min
226

ଏ ଘରୁ ସେ ଘର ବୁଲି

ସାରା ଦିନ ମାଗୁଥାଏ ଭିକ,

ଭିକ୍ଷା ଥାଳ ଭରେ ନାଇଁ

ମରେ ନାଇଁ ନିଉଛଣା ଭୋକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍