STORYMIRROR

Ashok Digal

Others

3  

Ashok Digal

Others

ଭିଜୁଛି ମୁଁ ମୌସୁମୀ ପ୍ରେମରେ

ଭିଜୁଛି ମୁଁ ମୌସୁମୀ ପ୍ରେମରେ

1 min
14K


ନୂଆ ଦେଖା ହୋଇଥିଲା ବୋଲି

ମୌସୁମୀ ଲୁଚକାଳି ଖେଳୁଥିଲା ।

କିନ୍ତୁ, ତା ସାଥେ ବାହାଘର ହେଲା ପରେ,

ଏକା ଘରେ ଦିନରାତି ବିତି ଲାଜ ତା ସରିଗଲା ।

ପିଛା ଛାଡୁନାହିଁ ବର୍ଷୁଛି ଚାରିପାଖରେ,

ବିନା ଛତାରେ ମୁଁ ଭିଜୁଛି ମୌସୁମୀ ପ୍ରେମରେ!।

ଭୋର ସକାଳୁ ହଳ ଲଙ୍ଗଳ ଧରି

ଯାଉଛି ମୁଁ କ୍ଷେତରେ,

ସକାଳରୁ ସଞ୍ଜ ସେଥିରେ ଖଟୁଛି

ଖେଳୁଛି କାଦୁଅ ସାଥିରେ ।

ମୌସୁମୀ ସାଥେ ନିତି କ୍ରୀଡ଼ା ଚାଲିଛି ବନ୍ଧୁ

ସବୁ ଦିନ ସବୁ ରାତିରେ,

ନିଶ୍ଚୟ ଖବର ଦେବି ରହିବ ଯେବେ ସେ ଗର୍ଭରେ!।


Rate this content
Log in