Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Ray

Others

2  

Anita Ray

Others

ଭିଜା ମଳୟ

ଭିଜା ମଳୟ

1 min
224


ଅନିତା ରାୟ (ଅକ୍ଷୟା ରାଣୀ)


ଗହୀର ରାତ୍ରି ର ପ୍ରତିଟି ସ୍ପର୍ଶରେ

ମୁଁ ତୁମ ନିର୍ଝର ପ୍ରୀତି

ମୋୋହୃଦ ଫଗୁଣ ନୀଳ ଆକାଶରେ

ତମେ ହିଁ କଅଁଳ ତାତି ।

ଭାଵନା ସ୍ରୋତରେ ସ୍ରରୋତସ୍ୱିନୀ ଟିିିଏ

କୂୂୂଳ ଜାଣି ପାରେେନାହିଁ

ସମର୍ପି ଦେଇଛି ବିସ୍ତୃତ ଶବ୍ଦରେ

ଉତ୍ସକତା କହା ପାଇଁ ।

ଲୋଡୁଥିିିବି ସଦା ନିସର୍ତ ପଣରେ

ନିିିଛକ ଛଵିଟେ ପରିି

ନିିଃସଙ୍ଗତାକୁୁ ମୁଁ ଭୂଲାାଇ ଦେଇଛି

ଅଭିିମାନ ଯାଏ ସରି ।

ଶତସ୍ପର୍ଶ ମୋର ଜୀବନ ର ତୃଷ୍ଣା

ସଂଚୟର ଫାଶ ହୋଇ

ଅଭିିଲେଖ ସବୁ ଆପଣା ପଣରେ

ବିିଖଣ୍ଡିତ ହେବ ନାହିଁ ।

ସାଧା କାଗଜର ଦୁୁଇଟି ପୃଷ୍ଟାରେ

ଲେଖିବାକୁ ଭଲ ଲାଗେ

ଆଜି କାଇଁ ସବୁ ଭିଡ ମୋ ମନରେ

କିିଏ ପୁଣି ଆସି ଜଗେ ।

ଅସରନ୍ତି ଶବ୍ଦ ଏଇ ମୋ ମନରେ

ବାରମ୍ବାର ଛୁୁୁଇଁ ଯାଏ

ବସନ୍ତ ମଳୟେ ମହକାଇ ପୁୁଣି

ବାସ୍ନା ସବୁ ଭରିଦିଏ ।


Rate this content
Log in