STORYMIRROR

Dr.Ashok kumar Sethi

Others

3  

Dr.Ashok kumar Sethi

Others

ଭଗବାନ

ଭଗବାନ

1 min
114


ଭଗବାନ ଶ୍ରୀକୃଷ୍ଣ କହିଥିଲେ

ମୁଁ ପରମ ଆନନ୍ଦ ମୟ ,ପରମ ସତ୍ୟ ଓ ସମସ୍ତ ରସର ଉଦଭାବନ ମୋ ଠାରୁ, ମା ତ୍ର ରାଧା ପ୍ରେମ ମୋତେ ପାଗଳ କରେ।

କାରଣ ରାଧା ପ୍ରେମ 

ବିଶୁଦ୍ଧ ଓଛଳନା ହୀନ।


ପ୍ରେମରସ ଅଲୌକିକ ଓଚିନ୍ମମୟ 

କେବଳ ଭଗବାନ ହିଁ ତା ର ଆସ୍ୱ।ଦକ ।ରାଧା ତାଙ୍କ ସୁଦ୍ଧ ପ୍ରେମ ମାଧ୍ୟମରେ କୃଷ୍ଣ ଙ୍କ ହୃଦୟରେ 

ସର୍ବଦା ବିରାଜିତ।

ରାଧେ କୃଷ୍ଣ ରାଧେ କୃଷ୍ଣ ।


Rate this content
Log in

More oriya poem from Dr.Ashok kumar Sethi