Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranaya Sudha

Others

2.5  

Pranaya Sudha

Others

ଭାବୁଥିଲେ ମନର ମଣିଷ ମନେ ବାସୁଥାଏ ??

ଭାବୁଥିଲେ ମନର ମଣିଷ ମନେ ବାସୁଥାଏ ??

1 min
13.2K


ସତରେ କଣ ଏମିତି ହୁଏ , ଭାବୁଥିଲେ ମନର ମଣିଷ ମନେ ବାସୁଥାଏ ??

ଦେଖ ସୁନା ରଙ୍ଗ ଦିଆ ଜୀବନ ମୋ ମିଛ ହୃଦୟଟା ସତ ଯାହା ବନ୍ଧା ତୁମ ପାଇଁ , ମନେ ଅଛି ସିତ ଦିନେ କହିଥିଲି ଧୀରେ ଆଖିରେ ଆଖି ମିଶାଇ ସୁନା ଦେହ ଛୁଇଁ ॥

ଛୋଟିୟା ହସରେ କହିଥିଲା ସେ ମୁଁ ଅଛି ତୁମେ ଅଛ ଆଉ କଣ ଆବଶ୍ୟକ ଦୁଇ ଦିନ ଦୁନିଆରେ ମନ ଛଡା ସବୁ ନିରର୍ଥକ ॥

ସିତ ଦିନ ତୁମ ଦେହ ଭଲ ରହୁ ନାହି ଦିଅ ତୁମ ପୋଷାକ ଧୋଇ ଦେଇ ଇସ୍ତ୍ରୀ କରି ଦେବି ପ୍ରେମ ରଙ୍ଗ ଜମା ଲିଭିବ ନାହି ॥

ଅତୀତ ଟା ସିନା ଲିଭି ଯାଇ ଅଛି ଏବେବି ସେ ମନ ଜିଣା କଥା ମନ ରେ ରହିଛି ॥

ସତରେ ଏମିତି ବି ହୋଇ ପାରେ ଇସ୍ତ୍ରୀ କରୁ କରୁ ଦେହର ବାସ୍ନା କୁ କେହି ଜଣେ ବାରି ପାରେ ॥


Rate this content
Log in