STORYMIRROR

Suneeta Patra

Others

3  

Suneeta Patra

Others

ବାଲିଘର

ବାଲିଘର

1 min
292

ବାଲିଘର,କେବେ ସ୍ୱପ୍ନର କେବେ ବାଲିର

କରୁ ଆମେ ନିରନ୍ତର।

ଭାଙ୍ଗିବାଟା ଯେ ସୁନିଶ୍ଚିତ।

ତଥାପି ଗଢିବା ନିଶାରେ

ମସଗୁଲ ଆମେ ତ।

ବୁଝିପାରୁନା ଯେ କେବେ କେବେ

ଚଲାପଥ ର ମୋହ

ଗନ୍ତବ୍ୟ ଠାରୁ ଥାଏ ଅଧିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍