Sanjukta Sahoo
Others
ପଶ୍ଚିମ ଦିଗରେ ଲୋହିତାଶ୍ଚ ରବି
ଅସ୍ତମିତ ହୋଇବେ
ପ୍ରାତଃକାଳ ଆଗମନେ ସୁରୁଜ
ଧରଣୀରେ ଲୋଟିବେ
ଏମିତି ସୃଷ୍ଟି ସର୍ଜିଛି ଦିନ ରାତି
ଗଢ଼ିଛି ଅଦ୍ଭୁତ ଭିଆଣ
ସଂସାରେ ଜନମ ଅଛି ତ ପୁଣି
ନିଶ୍ଚୟ ଅଛି ମରଣ |
ଅସ୍ତମିତ ରବି
ଉତ୍କଳର ବୀର ଗା...
ପ୍ରେମ ଦିବସ