ଅଗ୍ନି
ଅଗ୍ନି

1 min

97
ଅନାଦି ଅନର୍ଘ ଅନଳ ଅଟଇ,
ଅଖଣ୍ଡ ଅନିଳେ ଅସ୍ତିତ୍ତ୍ୱ ଅର୍ଜଇ ।
ଅଶିଷ୍ଟ ଅଶେଷ ଅବିଦ୍ୟା ଅବିଘ୍ନ,
ଅବଳା ଅବନୀ ଅବଧି ଅଛିନ୍ନ ।
ଅର୍ପଣ ଅର୍ଣ୍ଣବେ ଅର୍କଜା ଅର୍ଚ୍ଚନା,
ଅରୋଗ ଅମ୍ଲାନ ଅଯୁତ ଅଭୟା ।