STORYMIRROR

ସୁଶାନ୍ତ ହଲବା

Others

3  

ସୁଶାନ୍ତ ହଲବା

Others

ଆତ୍ମା କହେ

ଆତ୍ମା କହେ

1 min
240

ପଚାରିଲି ସୁଖ କଣ

ସେ କହିଲା ଅଧାଗଢ଼ା ସମ୍ପର୍କଟେ

ନା କାଟି ପାରି ହୁଏନା

ନା ଯୋଡ଼ିପାରି ହୁଏନା ତାକୁ ସମ୍ପୁର୍ଣ

ଭାବେ ତମାମ ଆୟୁଷରେ .......

ପଚାରିଲି ଦୁଃଖ କଣ

କହିଲା ଜୀବନ ମହ୍ଲାରଟିଏ

ମନ ଥାଉ କି ନ ଥାଉ

ଖାଇବାକୁ ପଡି ଥାଏ

ଆପଣ କଂଠରେ......



Rate this content
Log in

More oriya poem from ସୁଶାନ୍ତ ହଲବା