STORYMIRROR

Usmitamanjari Dash

Others Romance

2  

Usmitamanjari Dash

Others Romance

ଆନମନା

ଆନମନା

1 min
2.9K


        

ମନରେ ସାଇତି  ଅକୁହା ବେଦନା

    ସ୍ୱପ୍ନରେ ତୋଳୁଛି ଘର

 ସଉତୁୁଣୀ ସାଜି   ଲୁହର ଶ୍ରାବଣ

    ଭାଙ୍ଗି କରେ ଚୁର୍‌ମାର୍ ।

 ଦୁଇ ଓଠ ମୋର  ପିିିଇଯାଏ ଲୁହ

     ଅଲିିଅଳ ନିରିମାଖୀ

 ସଞ୍ଜୁଆ ବାଆରେ  ଟଳମଳ ହୁଏ

    ସତେ ମୋର ଦୁଇ ଆଖି ।

ସଂସାର ନଈରେ ଉଜାଣି ଢେଉରେ

     ସୁଅ ମୁହେଁ କୁଟାଖିଅ

 ତୁମରି କରୁଣା  ହୋଇଗଲେ ଉଣା

     ଆନମନା କରେ କୋହ ।


Rate this content
Log in