ଯୋଜନା ରଏବାରି ପୁରୁଣା ଜିନିଷ ନୂଆ ଘରେ ପୁଅର ମୃତ୍ୟୁ ଶାଶୁ ଘରେ ବହୁଥିଲା ନୀରବ ଝଡ଼ଟିଏ ନାଗୁଣୀ ରଖେ ହରି ମାରେ କିଏ ମୋ 🏠 ଘରେ ସ୍ତ୍ରୀ କଥା ରେ ରାଜ ସାହସ କରି ପଚାରିଲା ମା କୁ " ମା ସେ ଘରେ କଣ ଅଛି ଦେଖେଇଦେଉନୁ ଟିକେ ? ପିଲାଟା କେତେ ଜିଦି କରୁଛି | '' ରାଜମା ମନା କରିଦେଲା '' ସେଠି ଯାହା ଜିନିଷ ଅଛି କେହି ଦେଖିବାକୁ କେବେ ଚେଷ୍ଟା କରିବନି | ମୁଁ ମଲାପରେ ବି ସେ ଜିନିଷ ଖୋଲିବନି | ''

Odia ଘରେ Stories