STORYMIRROR

ହୃଦୟ ଦୃଶ୍ୟ କାର୍ଯ୍ୟ ପରା ଅଛି ହଉ ତୁମେ ଏଇଠି ରହିବ | ମାସକୁ ଭଡା ତିନି ହଜାର ଇଲେକ୍ଟ୍ରିବିଲ ତୁମେ ଦବ | ସାଙ୍ଗ ସାଥି ଆଣିବେନି ଝିଅ ଧନ୍ଦା କରିବନି | ଆମେ ବ୍ରହ୍ମଣ ଲୋକ ଛାତ ଉପରେ ମନ୍ଦିର ଅଛି | ବିଧର୍ମୀ ଲୋକଙ୍କୁ ଆଣିବେନି | ସବୁ କଥାରେ ହଁ ଭରିଲା ରାଜେଶ |

Odia କଥାରେ Stories