ଅରୁଣା ପୁଅ ମୁହଁକୁ ବିକଳ ହୋଇ ଚାହିଁ ରହିଥିଲେ।ଏବେ ଭୂଇଁରେ ଲୋଟିଲା ପରି ଅବସ୍ଥା ତାଙ୍କର। ଅରୁଣା ପୁଅ ମୁହଁକୁ ବିକଳ ହୋଇ ଚାହିଁ ରହିଥିଲେ।ଏବେ ଭୂଇଁରେ ଲୋଟିଲା ପରି ଅବସ୍ଥା ତାଙ୍କର।