STORYMIRROR

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ମୁଁ ସେଇ ପୁରୁଣା ଖୁସି କୁହୁଛି

ମୁଁ ସେଇ ପୁରୁଣା ଖୁସି କୁହୁଛି

1 min
146

ଖୁସି ର ଦିନ 

ଆଗକୁ ଆଗେଇ ଆସୁଛି

ଫେରୁଛି ମୁଁ ....

ତୁମ ବାଟରେ


ଆଗକୁ ଆଗେଇ ଆସୁଛି

ସେଇ ଦିନର ସେଇ ଖୁସି

ଫେରୁଛି ମୁଁ

ଏବେ ତୁମ ନିକଟକୁ 


ମୁଁ ସେଇ ପୁରୁଣା

ଖୁସି କୁହୁଛି

ମୁଁ ଏବେ ତୁମ

ନିକଟ ସ୍ତରରେ ଅଛି 

ସବୁବେଳେ ମୁଁ

ତୁମ ସାଥିରେ ଅଛି 




Rate this content
Log in