Subrat Kumar Nath
Literary Colonel
17
Posts
63
Followers
1
Following

Subrat ku. Nath is an engineering student of Biju pattnaik university of technology.He is from Jajpur

Share with friends

ମୁଁ ଗୋଟିଏ ମଣିଷ ଗଛ କାଟିବାକୁ ଯାଇଥିଲି,ହେଲେ ଖରା ଅଧିକ ଥିଲା,ସେ ଗଛ ମୂଳେ ବସିପଡ଼ିଲି। ଭାବିଲି ଖରା ଟିକିଏ କମିଲେ ତାକୁ କାଟିକି ବିକ୍ରୀ କରିଦେବି।

ଯଦି ଜଗନ୍ନାଥ ଏବଂ ଆଲ୍ଲା ସବୁ ଜାଗାରେ ଅଛନ୍ତି ତେବେ ଗୋଟିଏ ଜିନିଷ ମନେରଖିଥିବେ ଜଗନ୍ନାଥ ମସଜିଦରେ ବି ଅଛନ୍ତି ଏବଂ ଆଲ୍ଲା ମନ୍ଦିରରେ ବି ଅଛନ୍ତି। ତେବେ ଧର୍ମଗତ ସମସ୍ୟା ରହିଲା କେଉଁଠି?


Feed

Library

Write

Notification
Profile