Parameswar Ojha
Literary Brigadier
AUTHOR OF THE YEAR 2020,2021 - NOMINEE

200
போஸ்ட்ஸ்
171
பின்தொடர்பவர்கள்
12
பாலோவிங்

ଲେଖୁଛି ଲେଖି ଚାଲିଛି କିନ୍ତୁ ଶ୍ରେୟ ଆପଣ ମାନେ

நண்பர்களுடன் பகிர
Earned badges
See all

ଯଦି ପଢୁଛ କେବଳ ଭଲ ବହି ହିଁ ପଢ ଯୋଉଥିରୁ କିଛି ଶିଖି ହେବ । ଅଯଥା ବହି ପଢ଼ି ନିଜର ବୟସକୁ ସେଇଠି କମ୍ କରି ଦିଅନ୍ତୁନି । ସମୟର ମୂଲ୍ୟ ବୁଝନ୍ତୁ ଆଉ ନିଜର ବି । P.S.O

ନୀରବତା ର ଶବ୍ଦ ବେଳେ ବେଳେ ଏତେ ତିବ୍ର ହୋଇଥାଏ ଯେ ଆଖି ତ ଲୁହ ରେ ଭିଜୁଥାଏ ହୃଦୟ ବି ତାର ବେଗ ସହି ପାରେନି ।

ମୁଁ ପ୍ରେମ ରେ ହାରୁଛି ବୋଲି ଭୁଲରେ ବି ଭାବିବନି କେବେ ମୁଁ ତ ଖାଲି ତମ ପାଖରେ ହାରୁଛି ଏମିତି ହାରୁଥିବି ସବୁବେଳେ ପ୍ରତି ମୁହୂର୍ତ୍ତରେ ତମ ଓଠରେ ଚେନାଇ ହସ ଟିକେ ପାଇଁ P.S.O

ସେଦିନ ବାଡି ସଫା କରୁଥିବା ସମୟରେ ଦୁଇଟି ବଡ ଆମ୍ବ ଗଛ ମୁଁ କାଟି ଦେଲି ପଞ୍ଚମ ରେ ପଢୁଥିବା ମୋ ଝିଅ ପଚାରି ଦେଲା " ବାପା ତମେ କେତୋଟି ଗଛ ଲଗେଇଛ ? " ମୁଁ ନୀରବ P.S.O

କିଏ ଜାଣେ ସମୟ କେତେବେଳେ କୋଉ ରୂପ ନବ ସେ ନିଜ କୁ ଗମ୍ଭୀର କରିବା ଆଗରୁ ଆମେ ନିଜକୁ ଗମ୍ଭୀର କରିଦେବା ଭଲ P.S.O

ଆଜି ଯାଏଁ ଭାବୁଥିଲି ମୁଁ ଅପରାହ୍ନ ରେ ପହଞ୍ଚି ଗଲିଣି ହେଲେ ଏବେ ଲାଗୁଛି ମୋର ସକାଳ ବି ହୋଇନି ଏ ପର୍ଯ୍ୟନ୍ତ P.S.O

ଯେତେବେଳେ ନିଜ ପୁଅର ହୃଦୟ ଅସ୍ତ୍ରୋପଚାର ତା ଡାକ୍ତର ବାପା କରୁଥିବ ସେତିକି ବେଳେ ଦୁନିଆଁ ର ବଡ ଭୟ ତାକୁ ହିଁ ଅନୁଭବ ହେଉଥାଏ । ବାରମ୍ବାର ମନରେ ସେଇ ଭୟ ଗୋଡାଉ ଥାଏ ବାପା କୁ କୋଉଠି ଅଣୁ ଟିଏ ଭୁଲ୍ ହୋଇ ଯାଇନିତ ?

ଛୋଟ ବେଳେ ସାଙ୍ଗ ମାନେ କହୁଥିଲେ ତୁ ଭୟ କରୁଛୁ ଏବେ ଅନ୍ୟମାନେ ଦର୍ଶଉଛନ୍ତି ତୁମେ ଭୟ କରୁଛ ଭୟ ତା ଯାଗାରେ ଅଛି ଯେମିତି ଥିଲା ଠିକ୍ ସେମିତି ହେଲେ ତା ମାନ ବଦଳି ଯାଇଛି ଯାହା

ଆଜି ପର୍ଯ୍ୟନ୍ତ ମୁଁ ଜାଣି ପାରିଲିନି ଭୟ ଟା କ'ଣ ? ମନର ଦୂର୍ବଳତା , ନା ନିଜର ଅକ୍ଷମତା ?


ஊட்டம்

நூலகம்

எழுது

அறிவிப்பு
சுயவிவரம்