Sarthak Prasad Sahoo
Literary Colonel
9
போஸ்ட்ஸ்
24
பின்தொடர்பவர்கள்
0
பாலோவிங்

I'm Sarthak Prasad and I love to read StoryMirror contents.

நண்பர்களுடன் பகிர
Earned badges
See all

ଏଇତ ପାଦ ଚାପି ଚାପି ଅନ୍ଧାର ଆଜି ଆସୁଛି, ନିରିଖେଇ, ଦାନ୍ତଟା ଦେଖେଇ ଠୋ ଠୋ ସିଏ ହସୁଛି, ଯେଉଁ ଅନ୍ଧାରରେ ଦିନେ ମୁଁ ଚାଲୁଥିଲି ବାଟ ତୁମ ହାତ ଧରି, ଦେଖ ଏକା ଏକା ଆଜି ବି ସେଇଠି ମୋ ନିଜକୁ ମୁଁ ଏବେ ଖୋଜୁଛି.. ମୋ ନିଜକୁ ମୁଁ ଏବେ ଖୋଜୁଛି..

ଫୁଲ ମୋର ତୁମେ ମୁଁ ତୁମ ଭ୍ରମର.. ଏ ପ୍ରେମ ଆମର ଶାଶ୍ୱତ ଅମର....

ଗୋଲାପର ଦେଖି ଚାହିଦା ଭ୍ରମର ଲଗାନ୍ତି ମେଳି, ସୁମଧୁର ମଧୁ ଟୋପାଏ ପ୍ରାପତ ହୋଇବ ବୋଲି । ଭାଗ୍ୟର ଖେଳ ଯେ ନିଆରା ତାକୁ ବା ବୁଝିବ କିଏ, ଭ୍ରମରେ ବୁଲନ୍ତି ଭ୍ରମର ଗୋଲାପ ମାଳିର ହୁଏ । ©ସାର୍ଥକ..

ஊட்டம்

நூலகம்

எழுது

அறிவிப்பு
சுயவிவரம்