STORYMIRROR

ଏଇତ ପାଦ...

ଏଇତ ପାଦ ଚାପି ଚାପି ଅନ୍ଧାର ଆଜି ଆସୁଛି, ନିରିଖେଇ, ଦାନ୍ତଟା ଦେଖେଇ ଠୋ ଠୋ ସିଏ ହସୁଛି, ଯେଉଁ ଅନ୍ଧାରରେ ଦିନେ ମୁଁ ଚାଲୁଥିଲି ବାଟ ତୁମ ହାତ ଧରି, ଦେଖ ଏକା ଏକା ଆଜି ବି ସେଇଠି ମୋ ନିଜକୁ ମୁଁ ଏବେ ଖୋଜୁଛି.. ମୋ ନିଜକୁ ମୁଁ ଏବେ ଖୋଜୁଛି..

By Sarthak Prasad Sahoo
 222


More oriya quote from Sarthak Prasad Sahoo
12 Likes   0 Comments
0 Likes   0 Comments
0 Likes   0 Comments