ରଞ୍ଜିତ ରଞ୍ଜନ ବାରିକ
Literary Captain
15
Posts
7
Followers
1
Following

ମାନବିକତା

Share with friends
Earned badges
See all

ଯଦି ବାସ୍ତବତା କୁ ସାମ୍ନା କରିବା ପାଇଁ ଶକ୍ତି ନାହିଁ , ତେବେ ଅବାସ୍ତବ ପଛରେ ଗୋଡେଇବା ମୁର୍ଖାମୀ।

ତୁମ ଆଲିଙ୍ଗନ ମୋ ହୃଦୟ ର ବଢ଼ାଏ ସ୍ପନ୍ଦନ, ଭୁଲିଯାଏ ମୁଁ ମୋର ପ୍ରତ୍ୟେକ ଥକାନ। ଏକ ନୂତନ ଜୀବନ ର ‌‌‌ହୁଏ ଆଗମନ,ସତେ ଯେପରି ପୁଲକିତ ହୋଇ ଉଠେ ମୋ ମନ ଉପବନ। ଶୁଭ ଆଲିଙ୍ଗନ ଦିବସ ରେ ତୁମକୁ ହାର୍ଦିକ ଅଭିନନ୍ଦନ।

ଜାଣେନା ମୋ କପାଳରେ ଲେଖା ଅଛି କି ନାହିଁ ତୁମ ନାଁ। ଜାଣେନା ଏ ସମ୍ପର୍କ କେତେଦିନିଆ। ଏ ପିଣ୍ଡେ ଥିବା ଯାଏ ପ୍ରାଣ ପ୍ରତିବର୍ଷ ଏହି ଦିନ ରଖିବି ପ୍ରସ୍ତାବ,ପାଉଛି ତୁମକୁ ମୁଁ ଭଲ ଜବାବ ନିଶ୍ଚୟ ଯେ ଦେବ।

ଅନେକ ପ୍ରତୀକ୍ଷା ର ହୋଇଥାଏ ଅନ୍ତ, ଯେତେବେଳେ ମିଳିଯାଏ ତୁମର ପରଷ। ଦେଇଥାଅ କଣ୍ଟାର ଆଘାତ ତଥାପି ମନରେ ଥାଏ ଅନେକ ହରଷ।ଆସୁଥାଅ ତୁମେ ଏହିପରି ପ୍ରତି ବରଷ।ମହକି ଉଠୁ ଏ ଦୁନିଆରେ ପ୍ରେମ ର ସୁବାସ। ଶୁଭ ଗୋଲାପ ଦିବସ।

ଗୋଟିଏ ଚାହାଣୀ ଅନେକ କାହାଣୀ, ସୀମିତ ସମୟ ଅନେକ ଚରିତ୍ର, ସୀମିତ ସ୍ଥାନ ଅନେକ ମନୋରଞ୍ଜନ। କେତେଗୁଡ଼ିଏ ବାସ୍ତବ ଓ ଅବାସ୍ତବ ଘଟଣାବଳୀର ଚିତ୍ର, ଏଇ ଆମ ଚଳଚ୍ଚିତ୍ର।

ଅଭ୍ୟାସ କଲେ ସଫଳତା ନିଶ୍ଚୟ ମିଳିବ କଠିନ ରୁ କଠିନ କାମ ବି ସହଜ ହୋଇବ।

ଭୟ ରେ ଅଛି ଲାଭ ଓ କ୍ଷତି।ଭୟ ରେ ଅଛି ପ୍ରେରଣା,ପ୍ରତାରଣା। ଭୟରେ ଅଛି ସୁଚରିତ୍ର ଓ ଦୁଶ୍ଚରିତ୍ର। ଭୟ କର ତାକୁ ଯେ ଦୁନିଆ ନ କହୁ ତୁ ଅଟୁ ଏକ ଭୀରୁ। ଭୟ କର ତାକୁ ଯେ ଦୁନିଆ ନ କହୁ ନଜନ୍ମୁ ତୋପରି କେହି ତୋ କୋଳୁ।

ଶିକ୍ଷା ର ଏଠି ନାହିଁ ଅଭାବ, ନିଶା ସେବନ ରେ ବି ରଖିଛି ଭାବ। ନିଶା ନୁହେଁ ସାଥି ଅବା ସହୋଦର,ସେ ପରା ପରମ ଭକ୍ତ ଅଟେ ଯମର।ପିଣ୍ଡେ ଥିବା ଯାଏ ପ୍ରାଣ କରିବ ସେ ଛଟପଟ, ନାଁଟି ତାର ଅଟେ କର୍କଟ।

ଯଦି ସୃଷ୍ଟି କର୍ତ୍ତା ଜାତି, ଧର୍ମ ର ଭେଦଭାବ କରିନାହାନ୍ତି ତା'ହେଲେ ଆମେ ଜାତି, ଧର୍ମ ର ଭେଦଭାବ କରିବା କାହିଁକି? ଆମ ଜାତି ମାନବ ଓ ଆମ ଧର୍ମ ମାନବିକତା ହେବା ଉଚିତ।


Feed

Library

Write

Notification
Profile