ପ୍ରଥମେ ମୁଁ ଜଣେ ପାଠିକା ତା ପରେ ଲେଖନୀ ଧରିବାକୁ ଭଲପାଏଁ ।ମୋ ଲେଖା କେହି ପଢିଲେ ଶ୍ରମ ସାର୍ଥକ ହେଲା ଭାବିଥାଏଁ ଯଦିଓ ଜୀବନ ଜୀବିକା ଓ ଜୀଜିବୀଷା ମଧ୍ୟରେ ତାଳ ରଖି ଲେଖିବା କଷ୍ଟକର ହୋଇଥାଏ ।
ଅଧାଖିଆ ପେଟ ଭୋକରେ ଜଳୁଛି ପ୍ରଶ୍ନ ଉତ୍ତର ଦେବି କିପରି । ଅଧାଖିଆ ପେଟ ଭୋକରେ ଜଳୁଛି ପ୍ରଶ୍ନ ଉତ୍ତର ଦେବି କିପରି ।