ଆମେ ଓଡ଼ିଆ..... ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମର ପରିଚୟ 🙏
ମରାଳ ମାଳିନୀ ନୀଳାମ୍ବୁ ତଟରେ ଶୋଭାପାଏ ମୋ ଗାଆଁ, ମୋ ଗାଆଁରେ ବିଜେ ରାଧାମୋହନ ଜୀଉ ଛେଡ଼ାପଦର ତା’ ନାଆଁ । ମରାଳ ମାଳିନୀ ନୀଳାମ୍ବୁ ତଟରେ ଶୋଭାପାଏ ମୋ ଗାଆଁ, ମୋ ଗାଆଁରେ ବିଜେ ରାଧାମୋହନ ଜୀଉ ଛେଡ଼ାପଦର ...