Nityananda Sahu
Literary Brigadier
AUTHOR OF THE YEAR 2020,2021 - WINNER

128
Posts
17
Followers
29
Following

ମୋ ଜୀବନ ରଙ୍ଗ ମଞ୍ଚରେ , ମୁଁ ଏକ ନିମିତ୍ତ କଳାକାର

Share with friends
Earned badges
See all

ବୟସ ର ଅପରାହ୍ନ ରେ ତୁମ ପ୍ରେମ ମନେ ପଡେ ଝୁରି ମରି ତୁମ ସ୍ମୃତି କବିତାରେ ଲେଖି ଯୋଡ଼େ ।। ଜାଣିଛି ଅନେକ ଦୂର ଆମେ ଅତିକ୍ରମ ଜୀବନେ କରିଛେ ତେବେ କୁହ ପ୍ରେମର ଜିବାଶ୍ମରେ ଦୁହେଁ ଦୁହିଁଙ୍କୁ କାହିଁକି ଖୋଜୁଛେ? ©ନିତ୍ୟାନନ୍ଦ ସାହୁ

ସମୟର ହାତେ ଆୟୁଷ ବଳ ଦିନେ ଭୋଗିବୁ ତୁ ତୋ କର୍ମ ଫଳ ବେଳ ଥାଉ ଥାଉ ଯାଆ ବଦଳି ନ ହେଲେ ପ୍ରଭୁ ଶୁଣିବେ ନାହିଁ, କଲେ ତୁ ଅଳି ।। ©ନିତ୍ୟାନନ୍ଦ ସାହୁ


Feed

Library

Write

Notification
Profile