SUDARSHAN GILI
Literary Colonel
AUTHOR OF THE YEAR 2019 - NOMINEE

54
Posts
85
Followers
0
Following

ମୋ ପିତା ଙ୍କ ନାମ -ମୀନକେତନ ଗିଲି, ମାତା -ପ୍ରଭାତି ଗିଲି, ମୋ ଜୀବନରେ ମୋ ପିତା, ମାତା ଙ୍କ ର ଅବଦାନ ବେଶ ଗୁରୁତ୍ବ ରହିଛି l

Share with friends
Earned badges
See all

ବେଳେ ବେଳେ ଶବ୍ଦ ର କୋପ ରେ ହୃଦୟର ସ୍ପନ୍ଦନ ନିଆଁର ଉଖା ପରି ଧିକି ଧିକି ହେଇ ବଢ଼ି ଯାଏ ମନର ଭାବନା କୁ ମନ ମଧ୍ୟରେ ମାରିଦିଏ,ହାତର ଅଣୁଜୀବ ମାନେ କ୍ଲାନ୍ତ ହେଇ ଥରି ଉଠନ୍ତି.....! ✒️(ସୁଦର୍ଶନ)

ସକାଳ ର ଫୁଙ୍ଗୁଳା ଅମ୍ବର ,ନିଛକ ର ଆଲୋଡନ ରେ ନାହିଁ ନଥିଲା ଭିତରେ ଅନ୍ତରୀକ୍ଷ କୁ ମନମୁତାବକ କୋରିଛି କିଟିମିଟି ଭସା ବଉଦଟା ବିକଳାଙ୍ଗ ପରି ଧସେଇ ପଶିଛି ଚପଳା ର ଚମକ ଦେଖି ଘଡଘଡି ର ଉଚ୍ଚ କଣ୍ଠ ଶୁଣି ନିଶବ୍ଦ ହୋଇଯାଇଛି......! ସୁଦର୍ଶନ ଗିଲି

ଏଠି ଖୋଲା ଆକାଶ ଟା କୁ ତୁଚ୍ଛା ରେ ତାଲା ମାରି ଗର୍ବ ରେ ଚାବି ଧରି ରାସ୍ତା ର ଏ ପାନ୍ଥରୁ ସେ ପାନ୍ଥ କୁ ଧାଁଉଛେ ଅଥଚ ଅମାନିଆ ମଣିଷ ଟା କୁ ତାଲା ମାରି ମଣିଷ ଟିଏ କରିବା ପାଇଁ ଆମ ପାଖରେ ଚାବି ନାହିଁ........? ସୁଦର୍ଶନ ଗିଲି

ଆଜି କାଲି କାହିଁ କେଜାଣି ଶବ୍ଦ ର ଗୁଚ୍ଛ କୁ ସାଉଁଟିବାକୁ ଭାରି ଇଚ୍ଛା ହଉଛି....! ଶବ୍ଦର ଜ୍ୱାଳା ରେ ଦିନ ତମାମ ଜଳୁଛି କିଛି ନୂଆ କରିବା ଆଶା ରେ......! ସୁଦର୍ଶନ ଗିଲି

ସ୍ନେହ ଓ ମମତା ର ପ୍ରତୀକ ହେଉଛି ଉପହାର l ସୁଦର୍ଶନ ଗିଲି

କରୋନା ଅବନ୍ତିକାର ମାତୃ ଗର୍ଭ ରେ ସମୟ ର ଅନ୍ତରେ ଦିନେନା ଦିନେ ଲୀନ ହେଇ ଆର୍ତ୍ତତ୍ରାଣ ଚିତ୍କାର କରିବ ଏହା ମୋର ବିଶ୍ୱାସ ଅଥଚ ସେ ପଯ୍ୟନ୍ତ ଆମ୍ଭେ ମାନେ ଜୀବିତ ଥିବା କି ନଥିବା ତାହା ଲେଖନୀ ମୁନରେ ପ୍ରକାଶ କରିବା ଏକ ବାହୁଲ୍ୟ ହେବ......! ସୁଦର୍ଶନ ଗିଲି

କରୋନା ର ଚିର ଗର୍ଭ ରେ ଆମେ ମାନେ ଆଜି ତତଲା ଟହ ଟହ ନିଶ୍ୱାସ ରେ ଅଣନିଶ୍ୱାସୀ ହେଇ ମନର ବେଦନାକୁ ହୃଦୟର ପନ୍ତିକା ରେ ଚାପି ନିଆଁ ର ଜ୍ୱାଳା, ଭାସ୍କର ଙ୍କ ଠାଣି ଠାରୁ ସତ ଗୁଣରେ ଦଗଧୀ ଭୂତ ହେଉଛୁ...! ତଥାପି ବଞ୍ଚିବାର ଆଶା ନେଇ କରୋନା ର ସନ୍ଧି ମୃହୁତ୍ୱ ଘଡି କୁ ପତ୍ୟାଖ୍ୟାନ କରି ଜୀବନ କୁ ଜିଇଁବାକୁ ଚାହୁଁ......! ସୁଦର୍ଶନ ଗିଲି

ମୁଁ ସମୟ ର ଶିକୁଳି ରେ ଗୋଡ଼ ବାନ୍ଧି ନିଜ ପ୍ରାଣ କୁ ଦାଗୀଧି ଭୂତ କରିବାକୁ ଚାହେଁନା, ସମୟ ର ଆନ୍ତରାଳ ରେ ତାଳ ଦେଇ ଚାଲିବା କୁ ଚାହେଁ l ସୁଦର୍ଶନ ଗିଲି

ଦୁଇ ମନ ର ମିଳନ କୁ ପ୍ରେମ କୁହାଯାଏ ନା ବିଶ୍ୱାସ, ଭଲପାଇଁବା ହିଁ ପ୍ରେମ ନାମ କ ଡ଼ଙ୍ଗା କୁ ପରି କରେ l


Feed

Library

Write

Notification
Profile