@sudhansu-sekhar-behera

SUDHANSU SEKHAR BEHERA
Literary Captain
AUTHOR OF THE YEAR 2021 - NOMINEE

16
Posts
1
Followers
0
Following

Poet , Writer , Social Worker

Share with friends

ଜଣେ ବିବାହିତା ନାରୀ ..... ସିନ୍ଦୂର ଲଗାଏ ମୁଣ୍ଡରେ ସ୍ଵାମୀ ଙ୍କ ପାଇଁ ସିନ୍ଦୂର ଲଗାଏ ମଥା ରେ ରାଧା କୃଷ୍ଣ ଙ୍କ ପାଇଁ ସିନ୍ଦୂର ଲଗାଏ ବେକରେ ମା ସରସ୍ଵତୀ ଙ୍କ ପାଇଁ ସିନ୍ଦୂର ଲଗାଏ କାନ ରେ ଗୁରୁ ଙ୍କ ପାଇଁ ସିନ୍ଦୂର ଲଗାଏ ହାତରେ ଶାଶୁ ଶଶୁର ଙ୍କ ପାଇଁ .... ଏହି ୫ଟି ସ୍ଥାନ ରେ ଲଗଉଥିବା ନାରୀ ଙ୍କୁ ଐସୁଲକ୍ଷଣୀ କୁହାଯାଏ....

" ମା ' “ ଦୁନିଆର ସବୁ ଠୁ ବଡ ଆଉ ଗୁରୁତ୍ୱ ପୁର୍ଣ ଶବ୍ଦ , ଆଜି ମୁଁ ଯାହା ବି କିଛି କେବଳ ତୋରି ପାଇଁ , ମୃତ୍ୟୁ ସହିତ ଲଢେ଼ଇ କରି ତୁ ପ୍ରମାଣିତ କରି ଦେଇଚୁ ଯେ ମୋ ପାଇ ତୁ ଦୁନିଆର ସବୁଠୁ ସାହସୀ ମଣିଷ , ତତେ କଷ୍ଟ ହେଲେ ବି ତୁ ସବୁବେଳେ ହସୁଥାଉ କାଳେ ତୋ କଷ୍ଟ ଦେଖି ମୁଁ ଦୁଃଖୀ ହେବି ! ମୁଁ ଭଗବାନ ଙ୍କୁ ବହୁତ ଧନ୍ୟବାଦ ଜଣାଏ ଯେ ମତେ ଏଇ ଜନ୍ମ ରେ ତୋ ସେବା କରିବାର ସୁଯୋଗ ଦେଇଥିବାରୁ , ତୁ ସବୁବେଳେ ମୋ ସହିତ ଥା .. ସବୁ ମାଁ ଙ୍କୁ ମୋରୋ ବିନମ୍ର ପ୍ରଣାମ 🙏🏻

ମାଆ ଗୋଟିଏ ଶବ୍ଦ କିନ୍ତୁ ଅସରନ୍ତି କଥା ତା ଭିତରେ ଅଛି... ସେ କାମ ବହୁତ କରେ ହେଲେ ଥକେନି..... ସେ ମତେ ରାଗେ କିନ୍ତୁ ହୃଦୟରୁ ନୁହଁ.. ସେ ମତେ ମାରେ କିନ୍ତୁ କଷ୍ଟ ତାକୁ ହୁଏ... ସେ ମତେ ଭଲ ପାଏ କିନ୍ତୁ ବିନା ସ୍ୱାର୍ଥରେ..... ତା ଋଣ ଶୁଝିବା ମୋ ପକ୍ଷେ ଅସମ୍ଭବ...... ବାସ ଏତିକି କହିବି ସେ ମୋ ଜୀବନ 😘😘😘😘 ସୁଧାଂଶୁ ଶେଖର ବେହେରା ମୋ - ୯୪୩୭୧୨୪୯୪୮

NEVER GIVE UP ON WHAT YOU REALLY WANT TO DO . THE PERSON WITH BIG DREAMS IS MORE POWERFUL THAN THE ONE WITH ALL THE FACTS

TO BE HONEST AND OUTSTANDING ONE MUST BE COMFORTABLE WITH MOST UNCOMFORTABLE SITUATIONS

LIFE IS LIKE ADIDAS & NIKE , " NOTHING IS IMPOSSIBLE " SO " JUST DO IT. "

INDIA KITNA BHI DIGITAL HO JAAYE , ROTI GOOGLE SE DOWNLOAD NAHIN HOGI . WOH TOH AAP KO AAP KI MEHNAAT SE HI MILEGI..


Feed

Library

Write

Notification
Profile