sasmita tripathy
Literary Colonel
AUTHOR OF THE YEAR 2021 - NOMINEE

84
Posts
7
Followers
40
Following

ଲେଖନୀ ଆଲେଖିକା ✍️✍️

Share with friends
Earned badges
See all

ଅଢେଇ ଦିନର ଲଢେ଼ଇ  ନାମ ତାର ଜୀବନ  ସବୁ ବୁଝି ପୁଣି ଅବୁଝା ମନ ଦେଖେ ସପନ

ଅଢେଇ ଦିନର ଲଢେ଼ଇ  ନାମ ତାର ଜୀବନ  ସବୁ ବୁଝି ପୁଣି ଅବୁଝା ମନ ଦେଖେ ସପନ

ହାତ ଧରି ନିଅ ଅଜ୍ଞାନ ଅନ୍ଧାରୁ ତୁମେ ଜ୍ଞାନର ବଳୟ ଅଜ୍ଞାନ ଦେଶର ଉତ୍ତପ୍ତ ସହରେ ତୁମେ ଶୀତଳ ମଳୟ 💐💐 ଗୁରୁ ଦିବସର ଶୁଭ କାମନା ବିଶ୍ୱର ସମସ୍ତ ଗୁରୁଙ୍କୁ ଦଣ୍ଡବତ 🙏🙏

ଭଲ ପାଇବା ମଣିଷ ର ଗୋଟିଏ ମୁଖ୍ୟ ଆବଶ୍ୟକତା । ବୟସର ସବୁ ସୋପାନରେ ଭଲ ପାଇବା ପରିବର୍ତ୍ତିତ ହୁଏ । ମାତ୍ର ଯେବେ ମଣିଷର ଭଲ ପାଇବା ସୀମାବଦ୍ଧ ହୁଏ , ସେ ଭଲ ପାଇବାର ପରିବର୍ତ୍ତିତ ରୂପ କୁ ସ୍ୱୀକାର କରି ନପାରେ , ସେତେବେଳେ ତାର ମୃତ୍ୟୁ ଘଟେ 😭

ସୁଖ ସୁରୁଜ ହସୁଛି ପଦୁଅଁ କୁ ଦେଖି କଇଁ ହସେ ଦେଖି ଜହ୍ନ ସୁଖ ଟିକେ ପାଇଁ ଏ ମଣିଷ ମାନେ ଦିବାନିଶି ଧାଵମାନ ସୁଖ କି ଦିବା ସପନ ଭାବନା ମାତ୍ରକେ ମିଳି ଯାଉଥିଲେ ଇପ୍ସିତ ଦରବ ମାନ ସର୍ବେ ନିଜ ପୁରେ ପୁରନ୍ଦର ସାଜି ଦେଖନ୍ତେ ବସି ସପନ

ତୋଳି ପାରେ ସିଏ ସରଗ ର ଚାନ୍ଦ ସାଜି ପାରେ ଚଣ୍ଡୀ କାଳୀ ତା ପଣତ ତଳେ ଥିଲେ ମନେ ହୁଏ ନିଜକୁ ତ ବାହୁବଳୀ

ପଚାରନା ତୁମେ ମୋତେ ମୋ ନିଜ ଠିକଣା ଆଜି ଯାଏଁ ସେ କଥା ଟା ମୋତେ ବି ଅଜଣା କାହା ବଗିଚା ର ଫୁଲ କାହା ପାଇଁ ମାଳି କା ମଥା ତିଳକ ପୁଣି କାହା ପାଦ ଧୂଳି

The difference between educated and a learned person that how he deals with life , how longer he can hold happiness , how sooner he can kick out his sorrows and anxieties , how much he shows gratitude and wonders about Almighty's creation

ତୁମେ ଖୋଜୁ ଥିଲ ଫୁଲେଇ ଫୁଲ କୁ ମୋତେ ଲୋଡା ଥିଲା ବାସ୍ନା ତୁମେ ତୋ ବିଭୋର ତୋଳିବାକୁ ଜହ୍ନ ମୋତେ ଜାଳି ଦିଏ ଜ୍ୟୋସ୍ନା


Feed

Library

Write

Notification
Profile