NATURE LOVER
Share with friends
तारीफ़ करना है तो सिर्फ चेहरे पर मत करो क्योंकि लोग उसी पर अच्छा करने की कोशिश करते हैं जिस पर तारीफ़ मिलता है
***ପ୍ରତିଛବି*** କେବେ ଥରେ ଦେଖିଛକି ନିଜ ପ୍ରତିଛବି ଆଇନାରେ ଆଇନା ସତ କହେ ପରା,ହଁ ସତ ସେ ସତ କହେ ସୌନ୍ଦର୍ଯ୍ୟର,ରୂପର,ଆକାରର ଦୁନିଆ ଆଖିରେ ବି ସେ ସତ କେବେ ଥରେ ଧସାଇ ପ୍ରବେଶ କରିଛକି ସୌନ୍ଦର୍ଯ୍ୟ ତଳ ତିମିରିତ ହୃଦୟ ଭିତରକୁ ଆଶାତୀତ ମନ ଅତରକୁ ସେ କ'ଣ ଚାହେଁ ?
କେଜାଣି କାହିଁକି ସଭିଏଁ କହନ୍ତି କଥା ମୁଁ କହେନି ବେଶି କି କଥା କହିବି ଭାବୁଛ ଯେ ତୁମେ ପର ଚର୍ଚ୍ଚାରେ ଦିନ ସାରିବିକି ବସି?