Parbati Pradhan
Literary Colonel
AUTHOR OF THE YEAR 2021 - NOMINEE

111
ಪೋಸ್ಟ್\u200cಗಳು
1
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

I'm Parbati and I love to read StoryMirror contents.

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ପ୍ଲାଷ୍ଟିକ ବୋତଲ କରିଛି ଧାରଣ କତ୍ସ୍ୟପ ରୂପ ଟେ ଧରି ପ୍ଲାଷ୍ଟିକ ଦରବ କରିଲେ ବର୍ଜନ ସଂସାରୁ ହୋଇବା ପାରି @ p. pradhan

"ମୋ ରୂପ ସୌନ୍ଦର୍ଯ୍ୟ ସାଉଁଟିବା ପାଇଁ ପାଛୋଟି ଆସନ୍ତି କବି ନଈପଠା ପାଟେ ଆସରା ମୋହର.... ନା ମୋର କାଶତଣ୍ଡୀ " @ p. pradhan

ଆଜି ପଯ୍ୟନ୍ତା ବାପା ମା ଙ୍କ ପରିଚୟ ରେ ପରିଚିତ ହୋଇ ଆସିଲ ଏବେ ନିଜପାଇଁ ନିଜେ ପରିଚୟ ଟିଏ ସୃଷ୍ଟି କରି ବାପା ମା ଙ୍କୁ ପରିଚିତ କରାଅ ତାହା ହିଁ ତାଙ୍କ ପାଇଁ ବଡ଼ ଉପହାର ହେବ parbati pradhan

ମୋ ଅତୀତ ଏମିତି ଏକ ପୃଷ୍ଠା ଯାହା ପ୍ରତିଟି ମୁହୂର୍ତ୍ତ ରେ ମତେ ଜଳେଇ ବା ଛଡ଼ା କିଛି ବି ଦେଇନି parbati pradhan

ବେଳେ ବେଳେ ଭାବେ ମୋ ସହ ମତେ ଯିଏ ଯେମିତି ବ୍ୟବହାର କରୁଛି ମୁଁ ତା ସହ ସେମିତି ବ୍ୟବହାର କରିବି କିନ୍ତୁ.... ମନ କୁହେ ତୁ ଯଦି ତା ସହ ସେମିତି ବ୍ୟବହାର କରିବୁ ତାହାଲେ ତା ମଧ୍ୟ୍ୟରେ ଓ ତୋ ମଧ୍ୟ୍ୟରେ ଫରକ ଆଉ କଣ ରହିଲା parbati pradhan

ଅଭାବ କଣ ସେଇ ମାନଙ୍କୁ ପଚାର ସେମାନେ କହିବେ ଯିଏ ଓଳିଏ ଖାଇ ଦିଓଳି ଉପାସରେ ରହିଯାଏ, ଯିଏ ବଞ୍ଚିବା ର ରାହା ଖୋଜି ଖୋଜି ପ୍ରତିଟି ମୁହୂର୍ତ୍ତ ରେ ମରେ ଯିଏ ଜୀବନ ରେ ସଂଘର୍ଷ ପରେ ସଂଘର୍ଷ କରି ଚାଲେ ଯିଏ ଆଖିର ଲୁହକୁ ଲୁଚାଇ ବଞ୍ଚେ parbati pradhan

ସେନେହର ଡୋରି ସାଇତି ରଖିଛି ତା ମଧେ ଗୁନ୍ଥିଛି ମମତା ମାଳି ମନ ପ୍ରାଣ ଦେଇ ତିଆରି କରିଛି ତୁମ ହାତେ ବାନ୍ଧିବି ବୋଲି :-Parbati pradha

"ଅଳ୍ପ ରେ ସନ୍ତୁଷ୍ଟ ହୋଇ ବଞ୍ଚିବା ଅପେକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇ ବଞ୍ଚିବା ଭଲ" :-ପାର୍ବତୀ ପ୍ରଧାନ

ଜଣେ ବ୍ୟକ୍ତି ମତେ ପଚାରିଲେ ତୁ ଦୁଃଖ ଚାହୁଁ ନା ସୁଖ ମୁଁ କହିଲି ମୁଁ ଦୁଃଖ ଚାହେଁ ସେ ପଚାରିଲେ କାହିଁକି ତୁ ଦୁଃଖ ଚାହୁଁ???? କାରଣ ଯଦି ମୁଁ ସୁଖ ରେ ଥିବି ଲୋକ ମୋ ପାଖରେ ନିଜ ସ୍ୱାର୍ଥ ପାଇଁ ରହିବେ ଆଉ ସ୍ୱାର୍ଥ ପୁରାଣ ହେଇଗଲେ ମତେ ଛାଡିଚାଲିଯିବେ l ଆଉ ମୁଁ ଯଦି ଦୁଃଖରେ ରହିବି ମତେ ଭଲ ପିଉଥିବା ଲୋକ ବିନା ସ୍ୱାର୍ଥ ରେ ମୋ ପାଖରେ ଆଜୀବନ ରହିବେ l :-parbati pradhan


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್