STORYMIRROR

ଅଭାବ କଣ ସେଇ...

“ ଅଭାବ କଣ ସେଇ ମାନଙ୍କୁ ପଚାର ସେମାନେ କହିବେ ଯିଏ ଓଳିଏ ଖାଇ ଦିଓଳି ଉପାସରେ ରହିଯାଏ, ଯିଏ ବଞ୍ଚିବା ର ରାହା ଖୋଜି ଖୋଜି ପ୍ରତିଟି ମୁହୂର୍ତ୍ତ ରେ ମରେ ଯିଏ ଜୀବନ ରେ ସଂଘର୍ଷ ପରେ ସଂଘର୍ଷ କରି ଚାଲେ ଯିଏ ଆଖିର ଲୁହକୁ ଲୁଚାଇ ବଞ୍ଚେ parbati pradhan ”

By sarada com.2020
 270


More oriya quote from sarada com.2020
28 Likes   0 Comments
11 Likes   0 Comments
27 Likes   0 Comments
17 Likes   0 Comments
12 Likes   0 Comments