STORYMIRROR
ଜଣେ...
ଜଣେ ବ୍ୟକ୍ତି ମତେ...
ଜଣେ ବ୍ୟକ୍ତି...
“
ଜଣେ ବ୍ୟକ୍ତି ମତେ ପଚାରିଲେ ତୁ ଦୁଃଖ ଚାହୁଁ ନା ସୁଖ
ମୁଁ କହିଲି ମୁଁ ଦୁଃଖ ଚାହେଁ ସେ ପଚାରିଲେ କାହିଁକି ତୁ ଦୁଃଖ ଚାହୁଁ????
କାରଣ ଯଦି ମୁଁ ସୁଖ ରେ ଥିବି ଲୋକ ମୋ ପାଖରେ ନିଜ ସ୍ୱାର୍ଥ ପାଇଁ ରହିବେ ଆଉ ସ୍ୱାର୍ଥ ପୁରାଣ ହେଇଗଲେ ମତେ ଛାଡିଚାଲିଯିବେ l
ଆଉ ମୁଁ ଯଦି ଦୁଃଖରେ ରହିବି ମତେ ଭଲ ପିଉଥିବା ଲୋକ ବିନା ସ୍ୱାର୍ଥ ରେ ମୋ ପାଖରେ ଆଜୀବନ ରହିବେ l
:-parbati pradhan
”
194
More oriya quote from sarada com.2020
Download StoryMirror App