Kshitish Jena
Literary Brigadier
385
Posts
27
Followers
9
Following

ଲେଖିବା ଓ ପଢିବା ପାଇଁ ଷ୍ଟେ।ରୀ ମିରର୍ ଏକ ପ୍ଲାଟଫର୍ମ ଲେଖକ ଓ ପାଠକଙ୍କ ପାଇଁ ସୁଯୋଗ ଦେଇଥିବାରୁ ଏବଂ ମୁଁ ଲେଖିବାର ଓ ପଢ଼ିବାର ସୁଯୋଗ ପାଇଥିବାରୁ ଷ୍ଟୋରୀ ମିରର୍ କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଜୟ ଜଗନ୍ନାଥ 🙏

Share with friends
Earned badges
See all

ଶାନ୍ତି କାମନାର ବିନାଶରେ ଦୁଃଖର ବିନାଶ ନିଶ୍ଚିତ ମିଳିବ ଶାନ୍ତି ମନେ ରଖ ଏ ବାକ୍ୟାଂଶ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ଶାନ୍ତି କାମନାର ବିନାଶରେ ଦୁଃଖର ବିନାଶ ନିଶ୍ଚିତ ମିଳିବ ଶାନ୍ତି ମନେ ରଖ ଏ ବାକ୍ୟାଂଶ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ଶାନ୍ତି କାମନା ରଖିଲେ ଦୁଃଖ ହିଁ ମିଳଇ ଅଶାନ୍ତି ମିଳଇ ଖାଲି କାମନା ବିନାଶେ ସୁଖ ଶାନ୍ତି ମିଳେ ବ୍ୟକ୍ତି ହସେ ମନ ଖୋଲି । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ଦୁଃଖ କାମନା ବିନାଶେ ଦୁଃଖର ବିନାଶ କହିଛନ୍ତି ବୁଦ୍ଧଦେବ ସକରାତ୍ମକ ଚିନ୍ତା ରଖିଲେ ସର୍ବଦା ଦୁଃଖ ଯେ ଦୂରେଇ ଯିବ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ଜ୍ଞାନ ପ୍ରତି ମନୁଷ୍ୟର ମଧ୍ୟରେ ରହିଛି କିଛି ଲୁକ୍କାୟିତ ଜ୍ଞାନ ଲୁଚାଇ ନରଖି ପ୍ରକାଶିତ କଲେ ବଢ଼େ ଜ୍ଞାନ ଦିନୁ ଦିନ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ବିଜୟ ବିଜୟ ଓ ପରାଜୟ ମିଶ୍ରଣରେ ଜୀବନ ଆମର ଗଢ଼ା ଭାଙ୍ଗି ଯିବାନାହିଁ କୌଣସି ମୂହୁର୍ତ୍ତେ ସବୁକୁ ନେଇ ଚଳିବା । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ଦୟା ଜୀବେ ଦୟା ଭାବ ରଖି ହୃଦ ମନେ ଜୀବ ପ୍ରତି ଦୟା କର ଦୟାଶୀଳ ହେଲେ ଆମ ପ୍ରତି ନିଶ୍ଚେ ଦୟା କରିବେ ଠାକୁର । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

ହରର୍ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭୟ କେବେ ରଖ ନାହିଁ ଭୟ ଛାଡ଼ି କାର୍ଯ୍ୟକର ଯେବେ ଭାଇ ସଫଳ ହୋଇବ ତହିଁ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା,ଯାଜପୁର

କାହାଣୀ କହିବା ବୁଢ଼ୀ ମାଆ ଯେବେ କାହାଣୀ କହଇ ଶୁଣୁଶୁଣୁ ନିଦ ଆସେ ନାତିନାତୁଣୀଙ୍କୁ ଛୁଏଁ ନାହିଁ ବାଧା ବୁଢ଼ୀ ମାଆ ଥିଲେ ପାଶେ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର


Feed

Library

Write

Notification
Profile