STORYMIRROR
କାହାଣୀ...
କାହାଣୀ...
କାହାଣୀ...
“
କାହାଣୀ କହିବା
ବୁଢ଼ୀ ମାଆ ଯେବେ କାହାଣୀ କହଇ
ଶୁଣୁଶୁଣୁ ନିଦ ଆସେ
ନାତିନାତୁଣୀଙ୍କୁ ଛୁଏଁ ନାହିଁ ବାଧା
ବୁଢ଼ୀ ମାଆ ଥିଲେ ପାଶେ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
19
More oriya quote from Kshitish Jena
Download StoryMirror App