STORYMIRROR
ଶାନ୍ତି
କାମନା...
ଶାନ୍ତି
କାମନା...
ଶାନ୍ତି
କାମନା...
“
ଶାନ୍ତି
କାମନା ରଖିଲେ ଦୁଃଖ ହିଁ ମିଳଇ
ଅଶାନ୍ତି ମିଳଇ ଖାଲି
କାମନା ବିନାଶେ ସୁଖ ଶାନ୍ତି ମିଳେ
ବ୍ୟକ୍ତି ହସେ ମନ ଖୋଲି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
26
More oriya quote from Kshitish Jena
Download StoryMirror App