I'm Anirudha and I love to read StoryMirror contents.
ଶ୍ରାବଣ ର ବୁନ୍ଦା ଆଜି କରିଛି କିମିଆଁ ... ଦେହ ଭିଜିଯାଏ ହେଲେ , ମନେ ଲାଗେ ନିଆଁ ... ଶ୍ରାବଣ ର ବୁନ୍ଦା ଆଜି କରିଛି କିମିଆଁ ... ଦେହ ଭିଜିଯାଏ ହେଲେ , ମନେ ଲାଗେ ନିଆଁ ...
ବହୁତ ଅପେକ୍ଷା ପରେ…………ଆସିଛି ସେ କ୍ଷଣ, ପ୍ରକୃତି କୋଳ କୁ ପୁଣି..….….….ଫେରିଛି ଶ୍ରାବଣ ବହୁତ ଅପେକ୍ଷା ପରେ…………ଆସିଛି ସେ କ୍ଷଣ, ପ୍ରକୃତି କୋଳ କୁ ପୁଣି..….….….ଫେରିଛି ଶ୍ରାବଣ