Sunanda Mohanty
Literary Colonel
AUTHOR OF THE YEAR 2019,2021 - NOMINEE

5019
Posts
161
Followers
0
Following

ଆଧ୍ୟାତ୍ମିକତା ମୋର ପଥ, ବିଶ୍ୱାସ ମୋର ପାଥେୟ, ସୁଶିକ୍ଷା ପ୍ରଦାନ ମୋର ଲକ୍ଷ, ନିଜେ କାୟ ମନୋବାକ୍ୟ ରେ ସ୍ୱଚ୍ଛ ରହିବା ମୋର ଧର୍ମ. ଅନ୍ୟ ପାଇଁ ଆଦର୍ଶ ହେବା ମୋ ଇଚ୍ଛା

Share with friends

ପରକୁ ଆପଣା କରିବା କଳା ଥିଲେ ଜିଣିବ ଏ ଜଗତ ଲୀଳା

ଏକମାତ୍ର ପଥ କର୍ମସଂହିତା ଶ୍ରୋତା ବକ୍ତା ବଦଳେ କର୍ତ୍ତା

ଶିକ୍ଷା ବିନା ସବୁ ମୂଲ୍ୟହୀନ ସବୁଠାରୁ ଶକ୍ତିଶାଳୀ ଜ୍ଞାନ ରାଜା ପୂଜା ପାଏ ନିଜ ଦେଶରେ ଜ୍ଞାନୀଗୁଣୀ ପୂଜା ପାଏ ସାରା ପୃଥିବୀରେ ଶିଖିବାକୁ ଖୋଲ କବଚ ରୂପୀ ମନ ଅନ୍ୱେଷଣ ଭିତରେ ଅଭିଜ୍ଞତା ଆସ୍ଵାଦନ ଏହା ଅତ୍ୟନ୍ତ ଜରୁରୀ ଯେଣୁ ନିବେଦନ ଚୋରତସ୍କର ଭୟନାହିଁ ନେଵ ଏଇ ଧନ ସିନ୍ଦୁକ ବି ନାହିଁ କେବଳ ହୃଦୟ ଦହନ ସମୟ ସହ ପ୍ରଯତ୍ନଶୀଳ କରି ମନନ ଅନୁଭୁତିର ବିସ୍ଲେସଣ ହିଁ ପ୍ରକୃତ ଜ୍ଞାନ ତଥାପି ପରିଧି ଆକାଶ ପରି ସୀମାହୀନ ଦାରିଦ୍ର୍ୟକସାଘାତେ ପ୍ରପୀଡ଼ିତ

ନିସ୍ଵାର୍ଥପରତା ସବୁଠି ଆଦୃତ ସ୍ୱାର୍ଥକୁ ସାରଥୀ କରି ସର୍ତ୍ତ ଅପବିତ୍ର ଲେଖନୀ ହେଉ ଜାଗ୍ରତ ଶୁଶୃତ ମନ ହେଉ କାମନା ରହିତ

ଶରୀର ଜଳ ଦ୍ୱାରା ପବିତ୍ର ମନ ବିବେକହୀନ ହେଲେ ଅପବିତ୍ର ମନ ସତ୍ୟ ଦ୍ୱାରା ପବିତ୍ର ମନ ଅହଂକାର ଦ୍ୱାରା ଅପବିତ୍ର

ମୁଁ ଅହଂ ହେଲେ ବିପଦଗ୍ରସ୍ତ ମୁଁ ସ୍ୱାଭିମାନ ଭିତରେ ପବିତ୍ର

. ‼️ *ହରିଓମ୍ ସୁପ୍ରଭାତମ୍ !* ‼️ ଆସନ୍ତାକାଲିର ପ୍ରତୀକ୍ଷା ରେ ହାତରେ ହାତ ବାନ୍ଧି ସଫଳତାକୁ ଅପେକ୍ଷା କରି ବସିରହିବା ମୂର୍ଖାମି ଅଟେ। କାଲିର ସୁନ୍ଦର ଭବିଷ୍ୟତ ପାଇଁ ଆଜିହିଁ କର୍ମ କରିବାକୁ ପଡିଥାଏ। ଯେହେତୁ ଆଜିର ସତ୍କର୍ମ ହିଁ ଆସନ୍ତାକାଲିର ସୁନ୍ଦର ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଥାଏ। ଅତୀତରୁ ଶିକ୍ଷାକରି ବର୍ତ୍ତମାନ ଉଚିତ୍ କର୍ମ କଲେ ନିଶ୍ଚିତ ଭାବେ ଭବିଷ୍ୟତ ମନ୍ଗଳମୟ ତଥା ସୁଖକର ହୁଏ ଏବଂ ସୁଫଳ ମିଳେ। ଏଣୁକରି ସଦୈବ କର୍ମ କରିବା ବିଧେୟ।

Feed

Library

Write

Notification
Profile