STORYMIRROR
. ...
. ‼️ *ହରିଓମ୍...
. ‼️...
“
. ‼️ *ହରିଓମ୍ ସୁପ୍ରଭାତମ୍ !* ‼️
ଆସନ୍ତାକାଲିର ପ୍ରତୀକ୍ଷା ରେ ହାତରେ ହାତ ବାନ୍ଧି ସଫଳତାକୁ ଅପେକ୍ଷା କରି ବସିରହିବା ମୂର୍ଖାମି ଅଟେ। କାଲିର ସୁନ୍ଦର ଭବିଷ୍ୟତ ପାଇଁ ଆଜିହିଁ କର୍ମ କରିବାକୁ ପଡିଥାଏ। ଯେହେତୁ ଆଜିର ସତ୍କର୍ମ ହିଁ ଆସନ୍ତାକାଲିର ସୁନ୍ଦର ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଥାଏ। ଅତୀତରୁ ଶିକ୍ଷାକରି ବର୍ତ୍ତମାନ ଉଚିତ୍ କର୍ମ କଲେ ନିଶ୍ଚିତ ଭାବେ ଭବିଷ୍ୟତ ମନ୍ଗଳମୟ ତଥା ସୁଖକର ହୁଏ ଏବଂ ସୁଫଳ ମିଳେ। ଏଣୁକରି ସଦୈବ କର୍ମ କରିବା ବିଧେୟ।
”
349
More oriya quote from Sunanda Mohanty
Download StoryMirror App