STORYMIRROR
ଶିକ୍ଷା...
ଶିକ୍ଷା ବିନା ସବୁ...
ଶିକ୍ଷା...
“
ଶିକ୍ଷା ବିନା ସବୁ ମୂଲ୍ୟହୀନ
ସବୁଠାରୁ ଶକ୍ତିଶାଳୀ ଜ୍ଞାନ
ରାଜା ପୂଜା ପାଏ ନିଜ ଦେଶରେ
ଜ୍ଞାନୀଗୁଣୀ ପୂଜା ପାଏ ସାରା ପୃଥିବୀରେ
ଶିଖିବାକୁ ଖୋଲ କବଚ ରୂପୀ ମନ
ଅନ୍ୱେଷଣ ଭିତରେ ଅଭିଜ୍ଞତା ଆସ୍ଵାଦନ
ଏହା ଅତ୍ୟନ୍ତ ଜରୁରୀ ଯେଣୁ ନିବେଦନ
ଚୋରତସ୍କର ଭୟନାହିଁ ନେଵ ଏଇ ଧନ
ସିନ୍ଦୁକ ବି ନାହିଁ କେବଳ ହୃଦୟ ଦହନ
ସମୟ ସହ ପ୍ରଯତ୍ନଶୀଳ କରି ମନନ
ଅନୁଭୁତିର ବିସ୍ଲେସଣ ହିଁ ପ୍ରକୃତ ଜ୍ଞାନ
ତଥାପି ପରିଧି ଆକାଶ ପରି ସୀମାହୀନ
ଦାରିଦ୍ର୍ୟକସାଘାତେ ପ୍ରପୀଡ଼ିତ
”
351
More oriya quote from Sunanda Mohanty
Download StoryMirror App