@shriimaani-priyydrshinii-daas

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ
Literary Colonel
AUTHOR OF THE YEAR 2020,2021 - NOMINEE

38
Posts
15
Followers
4
Following

ସାହିତ୍ୟର ପ୍ରେମରେ....!🌸

Share with friends

ଥରେ ହେଲେ ଭାବିଲନି କିଏ ଏଠି ତୁମ ପାଇଁ ଅନବରତ ଗଡାଉଛି ଲୁହ.. ଥରେ ହେଲେ ଭାବିଲନି କେଉଁ ପୁରୁଷ ଛାତିରେ ତୁମ ପାଇଁ ଅଜସ୍ର କୋହ.. ଥରେ ହେଲେ ଭାବିଲନି ତୁମ ଯିବା ପରେ କିଏ ଏଠି ତୁମ ସ୍ଥାନ ଖୋଜେ ନିରନ୍ତର... ଥରେ ହେଲେ ଭାବିଲନି ଜୀବନ ଠୁ କଣ ଅଛି ବଡ ଗୋଟେ ମୂଲ୍ୟବାନ ଉପହାର... ଥରେ ହେଲେ ଭାବିଥାନ୍ତ ହେଲମେଟର ଉପକାରିତା... ଗଡିନଥାନ୍ତା ମା ଆଖିରୁ ଲୁହ ବାପା ଭାଇଙ୍କ ଛାତିରେ ନଥାନ୍ତା କୋହ ତୁମ ସ୍ଥାନ ଅପୂରଣୀୟ ନଥାନ୍ତା

ତାର ନିରୀହ ଆଖି ଯୋଡ଼ିକ ମୋତେ, ଅନୁନୟ ହେଇ ଚାହିଁ ଥିଲା ସେଦିନ । ସେ ଥିଲା ଏକାକୀ ଆଉ ମୁଁ ମଧ୍ଯ ବିଶ୍ଵସ୍ତ ତାକୁ ପାଇ ଧନ୍ୟ ମୋ ଜୀବନ ।🐕

ଉପହାର ସେମାନଙ୍କର ବିବାହ ବାର୍ଷିକୀ ଅବସରରେ ପତି ଜଣକ ତାଙ୍କ ପତ୍ନୀ ଙ୍କୁ ଉପହାର ସ୍ବରୂପ ସୁନ୍ଦର ଶାଢ଼ୀ ଟିଏ ଦେଇଥିଲେ । ଏବଂ ପତ୍ନୀ ଜଣକ ସେହି ଶାଢ଼ୀ ରେ ବର୍ଷ ଯାକ ସହିଥିବା ଅତ୍ୟାଚାରର ଅଲିଭା ଦାଗ ଗୁଡ଼ିକ ଢାଙ୍କି ରଖିଥିଲେ ।


Feed

Library

Write

Notification
Profile