Dr.Soumya Ranjan Khatua
Literary Brigadier
AUTHOR OF THE YEAR 2021 - NOMINEE

111
Posts
2
Followers
0
Following

by profession I am a dr. but writing stories poems in Odia and English is my fashion...

Share with friends
Earned badges
See all

ଟିକେ କହନା ! . . . କ୍ଷୀରରେ ନୀର ମିଶିଲେ ନୀରର ଅସ୍ତିତ୍ୱ ମିଳେନା , ତୋ ପ୍ରେମରେ ମୁଁ ହଜିଗଲେ ନିଜକୁ ମୁଁ ସାଉଁଟି ଯେ ପାରେନା , ତୋ ଅନୁପସ୍ଥିତିରେ ମୋର ମୁହୂର୍ତ୍ତଟେ ସରେନା , ଭଲ ପାଏ ତୋତେ କେତେ ମୁଁ ଯେ କହି ପାରେନା , ଏକ ବିନ୍ଦୁ ଦୁଇ ବିନ୍ଦୁ ଅବା ସାଗର ଠୁ ଅଧିକ ବୋଲି ପଚାରେନା , ହେଲେ ତୁ ମୋତେ ଭଲ ପାଉ କି ନାହିଁ ଟିକେ କହନା ! . . . CR@ ଡା ସୌମ୍ୟ ରଞ୍ଜନ ଖଟୁଆ

ତୋଳିଥିଲି ସଜ ଗୋଲାପଟେ ତୋ ପାଇଁ ! . . ତୋଳିଥିଲି ସଜ ଗୋଲାପଟେ ତୋ ପାଇଁ , ହେଲେ ଏ ମନ ବୁଝେ ନାହିଁ ଜମା ଅବା କାହିଁ , ଭାରି ଅବୁଝା ଏ ମନ ଖାଲି କୁହେ ଗୋଲାପ ଠୁ ସୁନ୍ଦର ଦୁନିଆଁ ରେ ଅବା କାହିଁ , ହଁ ! ସତେ ଅବା କାହିଁ ? . . . , ତୋତେ ଦେଖିଲି ଯେବେ ପ୍ରଥମ ଥର ପାଇଁ , ଆଖି ଯୋଡିକୁ ଦେଲି ଯେବେ ଚାହିଁ ? , ହଁ ସେ ପ୍ରଥମ ଚାହାଣୀ ମୋତେ କହିବାକୁ ବାଧ୍ୟ କରାଏ ! . ତୋ ସୁନ୍ଦରତା ଆଗେ ସଜ ଫୁଟା ଗୋଲାପ ଝାଉଁଳି ଯାଏଁ ...... ହଁ ଝାଉଁଳି ଯାଏଁ ! . . . . CR@ଡ଼ା ସୌମ୍ୟ ରଞ୍ଜନ ଖଟୁଆ 🄾🅅🅂 - 1

Sleepy sleepy eyes . . . . . . . . . . . . . . . . . . . . . . . Sleepy sleepy eyes with dawn wet winter morning , And nearer to me you are standing , I have a cup of tea in my hand that's waiting , The smoke of hot tea resembles magic of your love for me that enchanting .


Feed

Library

Write

Notification
Profile