Rajat Kumar Nayak
Literary Captain
22
പോസ്റ്റ്സ്
77
ഫോളോവെർസ്
2
ഫോളോവിങ്

ନିଜ ଲୁହରେ କାହା ଲହୁ କୁ ପୋଛିବାକୁ ଆତ୍ମସନ୍ତୋଷ ହିଁ କୁହାଯାଏ

കൂട്ടുകാരുമായി പങ്കുവെക്കുക

ସଂସାର ହାଟରେ ସୁଖ ଖୋଜୁ ଖୋଜୁ ଦୁଃଖ କିଛି ପାଇଗଲି ସୁଖ ତ ମହଙ୍ଗା ଦୁଃଖ ଶସ୍ତା ବୋଲି କିଣୁ କିଣୁ କିଣିଦେଲି ସୁଖ ଦିଏ ହସ ସୁଖ ଦିଏ ଖୁସି ଏ କଥା ମୁଁ ଜାଣିଥିଲି ନିରାଶା ଭିତରେ ବଞ୍ଚିବାର ଆଶା ଦୁଃଖ ହିଁ ଶିଖାଏ ଖାଲି

ହସ ଟିକେ ଦିଅ ଗରିବ ମୁହଁରେ ଦେଇକି ଦି ମୁଠା ଅନ୍ନ ଦେଖିଛ କି କେବେ ହସିଛି ଠାକୁର ମନ୍ଦିରେ କରିଲେ ଦାନ ରଜତ୍ କୁମାର ନାୟକ


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ