अन्याय ! Epistle by ajit kumar raut करो नहीं समर्थन अन्याय का करो प्रतिवाद तुम चाहे भाई हो या बेटा बेटी हो या बन्धु कुटुम्ब विरोध करो अन्याय का कर्तव्य तुमारी न्याय के पक्ष में खडा रहो चट्टान जैसी !!
सत्य को पहचानों अजित कुमर राउत गांव कलाबाडिआ मनुष्य जीवन कर्म के लिए है कर्म करते जाओगे, राष्ट्र भक्ति सेवा जन कर्तव्य है वैकुंठपुर पाओगे !! समभाव प्रेम प्रीति श्रेष्ठ कर्तव्य है, वे बहुमूल्य है जीने के मनुष्य रीति !!

ସମୟ ଚକ୍ରକୁ ଚିହ୍ନ ! ଅଜିତ କୁମାର ରାଉତ ଗାଁ କଳାବାଡିଆ ନିର୍ବାଚନ ଦେଶେ ଅଭିନୟ ଦିଶେ ନେତାର ଭଳି କି ଭଳି ! ଟଙ୍କା ମଦ ଦେଇ କରନ୍ତି ବାତିଲ ତାଣ୍ଡବ ପରା ଏ କଳି ! ଟଙ୍କା ପାଉଛନ୍ତି ମଦ ପିଉ ଛନ୍ତି ଦେଉଛନ୍ତି ଦେହ ଜାଳି !!
ଜୀବନ Epistle by Ajit Kumar Raut ମନୁଷୀ ଏହୁ ଜୀବନ ଅନ୍ଧାର ତିମିର ସୁନ୍ଦର ଅପାର କର୍ତ୍ତବ୍ୟ ଅମ୍ବାର ରହିଛି ତାହାର ପାଳନ ଟି ପ୍ରତିଦିନ ଦୁଃଖ କଷ୍ଟ ଭରା ଜୀବନ ଆମର ଧର୍ଯ୍ୟ ପରା ପ୍ରୟୋଜନ !! ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ାବାନ୍ତିରେ ରାଜ୍ୟ !!
ସତ୍ୟର ବିଜୟ ଯୁଗେ ଯୁଗେ ! Epistle by ajit Kumar raut ସତ୍ୟର ବିଜୟ ସତ୍ୟ କର୍ମ ଦ୍ବାରା ଆଲୋଚନା ହେଲେ ପ୍ରକାଶିତ ପରା ଦୀପ୍ତିମାନ ହୁଏ କୀର୍ତ୍ତି ରେ ଟି ଭରା ଗୁଞ୍ଜିବ ଧରା, ସତ୍ୟ ନ ଛପିବ ଷଡ଼ଯନ୍ତ୍ର ଦ୍ବାରା ଆବିର୍ଭାବ ହେବ ଆଲୁଅରେ ଭରା ଅଜର ଅମର ଅଲିଭା ଟି ପରା ଗୁଞ୍ଜିବ ସାରା !! ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!

ଉତ୍କଳ ଦିବସ ରାଗ:-କୌଶିକ ପୂଜନୀୟ ପରା ଏ ଉତ୍କଳ ମାଟି ପରୀଚୟ ମୋର ଓଡ଼ିଆ, ମାତୃଭାଷା ତହିଁ ଶିକ୍ଷା ଓଡିଆ ଟି ଆରାଧ୍ୟ ଅଟନ୍ତି କାଳିଆ। ଦେବେଟି ଜ୍ଞାନ, ଉତ୍କଳ ଦିବସ ସୁମନ, ଶ୍ରଦ୍ଧାଞ୍ଜଳି ଆମ ଉତ୍କଳ ପୁରୋଧା ଭକ୍ତିପୂତ ତାଙ୍କ ପୂଜନ !! ଅଜିତ କୁମାର ରାଉତ ଗାଁ କଳାବାଡିଆ ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!