STORYMIRROR

ଉତ୍କଳ...

ଉତ୍କଳ ଦିବସ ରାଗ:-କୌଶିକ ପୂଜନୀୟ ପରା ଏ ଉତ୍କଳ ମାଟି ପରୀଚୟ ମୋର ଓଡ଼ିଆ, ମାତୃଭାଷା ତହିଁ ଶିକ୍ଷା ଓଡିଆ ଟି ଆରାଧ୍ୟ ଅଟନ୍ତି କାଳିଆ। ଦେବେଟି ଜ୍ଞାନ, ଉତ୍କଳ ଦିବସ ସୁମନ, ଶ୍ରଦ୍ଧାଞ୍ଜଳି ଆମ ଉତ୍କଳ ପୁରୋଧା ଭକ୍ତିପୂତ ତାଙ୍କ ପୂଜନ !! ଅଜିତ କୁମାର ରାଉତ ଗାଁ କଳାବାଡିଆ ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!

By Ajit Kumar Raut
 29


More oriya quote from Ajit Kumar Raut
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments