STORYMIRROR

ସତ୍ୟର ବିଜୟ...

“ ସତ୍ୟର ବିଜୟ ଯୁଗେ ଯୁଗେ ! Epistle by ajit Kumar raut ସତ୍ୟର ବିଜୟ ସତ୍ୟ କର୍ମ ଦ୍ବାରା ଆଲୋଚନା ହେଲେ ପ୍ରକାଶିତ ପରା ଦୀପ୍ତିମାନ ହୁଏ କୀର୍ତ୍ତି ରେ ଟି ଭରା ଗୁଞ୍ଜିବ ଧରା, ସତ୍ୟ ନ ଛପିବ ଷଡ଼ଯନ୍ତ୍ର ଦ୍ବାରା ଆବିର୍ଭାବ ହେବ ଆଲୁଅରେ ଭରା ଅଜର ଅମର ଅଲିଭା ଟି ପରା ଗୁଞ୍ଜିବ ସାରା !! ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !! ”

By Ajit Kumar Raut
 28


More oriya quote from Ajit Kumar Raut
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments