Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Hrushikesh Satpathy   Author of the Year 2018 - Nominee

A retired Headmaster,a literalist,creative director of films,a playwright & director. He has been awarded the best play wright &director in All India Short play competition,Allahabad in 1994,also been awarded as the best Director award in1995 in All India Short Play competition in cuttack. He has directed Short film"LODHA"for the delay. of Tribal Affair,Govt. of India ....... Hello, I feel very happy to announce that I have been nominated by StoryMirror for Author of the Year Awards - 2018. Now I need your support to win the title. Please visit this link : https://awards.storymirror.com/oriya/vote/. Go to my name (Names have been arranged alphabetically) and click on vote button. You will have to login to StoryMirror to vote for me. Please Vote! 🙏 Hrushikesh Satpathy🙏 read more

  Literary Brigadier

Time & Success

Inspirational

"Time is a factor, Which has neither it's beginning, Nor it's end."

1    7.1K 10

Aurangzeb

Others

"A severely misunderstood figure I am, That follows the ideology underpinning violence"

1    6.9K 4

If I Were A Kid

Others

Oh God ! Let me be a kid for ever, Where I would find men of super.

1    7.0K 5

Couple Life

Drama

Not just a simple relation, But a bold and strong foundation.

1    6.9K 2

Friendship

Others

"I feel it better, To be with him in darkness. Rather to be alone, In the artificial brightness."

1    6.1K 7

My Mother

Drama

The Universe gives me tear, You let me get rid of fear...

1    6.9K 6

Not Just A Friend

Romance

I have such feelings That I can't comprehend. In my deepest thought, You are mine,...

1    7.2K 2

Brilliant Beauty

Others

"The female is his belief, he is her faith. What a pleasant combination they have had!"

1    6.9K 6

Holika

Drama

As if the rainbow sprinkles it's smile, A brilliant dancer in a mood too mild.

1    6.8K 4

Oh Tiny Bird

Others

"Oh Tiny bird! The most colorful and sweetest, No thought of yours is fruitless"

1    6.7K 4

The Twinkle Stars...

Others

"Sometimes, I feel myself lonely, This world seems to me fake. All the acts are seen fruitless.."

1    6.6K 3

ହେ ଶବ୍ଦ

Others

ହେ ଶବ୍ଦ ! ଆସ, ଆସି ରଚିଯାଅ ଆଉ ଏକ କୁରୁକ୍ଷେତ୍ର ଅଥବା,ଆଉ ଏକ କଳିଙ୍ଗ ସମର ।

1    261 0

ଅଭିଳାଷ

Others

ମହାଭିକ୍ଷୁ ହୋଇ ଭିକ୍ଷା ନେଇନେଇ ଶରଣାର୍ଥୀ ଶ୍ରୀଚରଣେ । ପତିତପାବନୀ ନାମରେ ବ୍ରହ୍ମଶ୍ରୀ ସେବୁଥିବି...

1    1 0

ନର୍କରେ ଚହଳ

Others

ସେଦିନ କହିଥିଲ, ମୋ ଚିତ୍ରରେ ନୂଆ ରଙ୍ଗ ଭରିଦେଵ, ତୁମ କଅଁଳ ତୁଳୀରେ ବ୍ରାସଲେଟ ରଙ୍ଗ ଦେଇ ମୋତେ ବର...

1    130 0

କବିତା ଗୋ,ନିଶିଗନ୍ଧା

Inspirational

ବଉଳ ବାସନା ନେଇ ମିଠା ମିଠା କଥା ଦେଇ ବାଣ୍ଟିଦିଅ ସ୍ନେହ ଅନାବିଳ ।। ସେ ସ୍ନେହରେ ଭରିଯାଉ ସ...

1    300 0

ଯୋଗଜନ୍ମା ଜଗନ୍ନାଥ

Tragedy

ପ୍ରଣତିର ଫୁଲ ଭକତିର ମାଳ ଶରଧା ଚନ୍ଦନ କରି । ବାଢି ଦେଉଛି ମୁଁ ତୁମ ଶ୍ରୀ ପୟରେ ଅଶ୍ରୁ ନୈବେଦ୍ୟ...

1    1 0

ଜନ୍ମଦିନ ତୁମେ ବିଚକ୍ଷଣ

Others

ଏତିକି ଜାଣେ ମୁଁ ଜନମ ଲଭିଛି କିଛି ଦେଇଯିବା ପାଇଁ, ଦେଇ ଦେଇ ଯିବି,ଦେଇ ଚାଲିଥିବି ତୁମକୁ ଦୋଷ ନ ଦେଇ...

1    300 4

ଅବିକଳ୍ପ ସଂଳାପ

Romance

ସବୁ ଶବ୍ଦମାନେ ଦୂରେଇ ଯାଆନ୍ତୁ ମୋ' କାବ୍ୟର ପୃଷ୍ଠାରୁ ପୃଷ୍ଠାରୁ, ନାହିଁ ମୋର ବ୍ୟାକୁଳତା ଲିଭିବାକୁ ଦେବିନ...

1    147 0

ଜହ୍ନ ଲୋ ଚାଲି ଆ

Others

ଜହ୍ନ ଲୋ ଚାଲି ଆ ମୋ କୋଳ ମଣ୍ଡିବୁ ସଂଗେ ମୋ'ଖେଲିବୁ ହୋଇ ନିଜର ।

1    236 0

ଅଭିନେତା ବନାମ୍ ରାଜନେତା

Others

ପ୍ରିୟ ଅଭିନେତା ପ୍ରିୟ ରାଜ ନେତା ପ୍ରିୟ ପରିଜନ ପ୍ରିୟ ବାନ୍ଧବ । ଦେଶର ସମୃଦ୍ଧି ପ୍ରଗ...

1    44 0

ଶ୍ରୀ ଲେଖା

Romance

ନୀରବ ରହିଲା ତା'ଆଖି ବାଣ୍ଟିଲା ଅନେକ ସୁଖ ସପନ । ସପନ ନୁହେଁ ସେ ଜୀବନର ବ୍ୟାଖ୍ୟା ଉଭୟେ ସେଥିରେ ଲୀ...

1    317 0

ଆର୍ଯ୍ୟ ପୁତ୍ର

Others

ଧ୍ରୁବ ପ୍ରହଲ୍ଲାଦ ଅମ୍ଳାନ ଆହ୍ଲାଦ ଶକ୍ତିରେ ଶକ୍ତିରେ ଶକ୍ତ । କେତେକେତେ ଭୀରୁ କେତେ ମହାମେରୁ ତାଙ...

1    261 4

ଛନ୍ଦ ନୀଳୟ

Others

ମୁଁ ଥିଲି ତା'ସ୍ରଷ୍ଟା ସେ ଥିଲା ମୋ'ସୃଷ୍ଟି କବି ଆଉ କାବ୍ୟ ଜଣେ ତାଳ, ଆନ ଲୟ ।

1    1 0

ଜନ୍ମ ଦିନ ଅବସରରେ

Others

ମହୁ ଠାରୁ ମିଠା ବଚନ ତୁମର କଇଁ ଠୁ କୋମଳ ମନ । ସାଇ ପଡ଼ିଶାରେ ସାଥିଙ୍କ ମେଳରେ ବିତୁ ତୁମ ସବୁ ଦିନ...

1    180 1

ଶବ୍ଦ ଢେଉ ରଙ୍ଗେ ରଙ୍ଗେ

Others

ଶୋଇଥିଲି ସିନା ଲିଭି ମୁଁ ନ ଥିଲି ମୁଁ ପରା ସାହିତ୍ୟ ସିନ୍ଧୁ । ପ୍ରେରଣା ଅର୍ପଣେ ତ୍ୟାଗର ତର୍ପଣେ ମ...

1    3 0

ନିଷିଦ୍ଧ କୋଳର ଅଶ୍ରୁ

Others

ଜହ୍ନ ପରା ତୁମ ଶବ୍ଦର ସ୍ରୋତରେ ସୁରମ୍ୟା ସାଜିଛି ଶୁଭ୍ରା,ସତେକି ଧଉଳି ।। ପ୍ରୀତି ପ୍ରତ୍...

1    85 1

ତୁମେ ହିଁ ସୁନ୍ଦର

Others

ମଣିଷ ମୁଁ, ଶ୍ରେଷ୍ଠ ସତେ ପୁନର୍ଜନ୍ମ ନାହିଁ ମୋ'ବିଶ୍ୱାସ । ମରିବା ଆଗରୁ ଦେବି ସମାଜକୁ ସୁସ୍ଥ ଜୀବନ୍ୟ...

1    43 2

ଆରଣ୍ୟକ

Others

ମରୁ ମରୀଚିକା ଅହର୍ନିଶ ଉଙ୍କି ମାରେ । ସେଠି ସବୁ ବାଲି ତାତିଲା ନିଆଁର ବହ୍ନି ।।

1    196 43

ବନ୍ଧନ ଯୁଗ ଯୁଗର

Others

ରାଗିବନି ,କେବେ ରୁଷିବନି ବୋଲି ଜାଣେ । ସେଇଥିପାଇଁ ଗୋ ରଖିଛି ମୋ' ମନ କୋଣେ ।।

1    183 49

କବି ବନାମ୍ କବିତା

Others

ଜହ୍ନ ଦେହେ ସିନା କଙ୍କର କଳଙ୍କ ଜୋଛନାରେ ତା'ର ମୃଦୁ ମଧୁର ପରଶ ।

1    12 0

ପଣତ

Others

ଜହ୍ନକୁ ମାଗିଲେ ମୁଠାଏ କଳଙ୍କ ଜୋଛନାରେ ଛାଟି ଦିଏ

1    181 6

ମୋ ମାଆ ମୋ ଜନନୀ

Others

ସମସ୍ତେ ଡାକନ୍ତି ଉତ୍କଳ ଜନନୀ ମୋ'ପାଇଁ ତୁ କୁନି ବୋହୁ !

1    244 32

ବନ୍ଦେ ଗୋ ଜନନୀ

Others

ନୟନରେ ତୋର ମଧୁ ଝରୁଥାଏ ଅଙ୍ଗ କେତେ ସପ୍ତ ରଙ୍ଗ । ପଣତ କାନିରେ ମମତା ପସରା ଇନ୍ଦ୍ର ଧନୁର ରଙ୍ଗ ।

1    65 1

ସ୍ମୃତି ତୁମେ ସ୍ମିତା

Others

କିଛି କିଛି ସ୍ମୃତି ଜ୍ୱାଳାମୁଖୀ ସାଜି ଜୀବନ ଜର୍ଜର କରେ ।

1    167 41

ରଙ୍ଗର ପରବ ହୋଲି

Others

ଫଗୁଣ ରାଣୀ ମୁଁ ରଙ୍ଗ ଓଢଣୀରେ ଅବିର ପସରା ନେଇ । ଆସିଛି ବାଣ୍ଟିବି ପ୍ରୀତିର ରଙ୍ଗରେ ମୈତ୍ରୀର ସଙ୍ଗୀତ ଗ...

1    46 1

ଜନ୍ମଦିନର ରଙ୍ଗ

Children

ଅଜା ବୁଢାକୁ ବା କିଏ ପଚାରେ, ବିଚରା ବୁଢ଼ାଟି ଠିଆ ବାହାରେ ।

1    45 1

ସାଥି ତୁମେ ମୋର

Others

ସାଥି,ତୁମେ ନୁହଁ ଛଳନାର ଗନ୍ତାଘର , ପ୍ରତାରଣା,ପାପ ତୁମ ସତ୍ୟତାକୁ ଡରେ ।

1    64 2

ପଣତ ,ତୁ ପୁଣ୍ୟ ପରମ୍ପରା

Others

ବୋହୂର ମଥାରେ ସାଇତା ସୀତା ତୁ ଓଢଣୀ ର ରୂପ ନେଇ । ସିନ୍ଦୁରର ଶୋଭା ଦ୍ୱିଗୁଣିତ କରୁ ସଂଭ୍ରମତା ଭରିଦେଇ ।

1    43 1

ଶିଶୁ କବିତା

Children

ଅଜା ଆଈ ମେଳେ ଦୁଇ ସଙ୍ଗାତ ଦିଶନ୍ତି ସତେ କି ମନର ମିତ । ହଇରେ ଉତୁଲୁ, ପୁତୁଲୁ ଭାଇ ହସୁଛ କାହିଁକି ମଉଜ ନେଇ ?

1    47 2

ଔଦ୍ଧତ୍ୟ,ତୁ ଅଗ୍ନିର ସ୍ଫୁଲିଙ୍ଗ

Others

ତୋ'ଧୂଆଁ ବାଣରେ ଚନ୍ଦନ ବଣରେ ମଶାଣିରେ ଲାଗେ ନିଆଁ । ସର୍ପ ଦଂଶନଠୁ ଅଧିକ ବିଷାକ୍ତ ହୋଇଯାଏ ଏ ଦୁନିଆ...

1    124 5

ପଣତ

Others

ଲାଜରେ ନରମୁଁ ନରମି ସରମୁଁ ମମତାର ମନ୍ଦାକିନୀ । ସଂଯମତା ଦେଉ ଶାଳୀନତା ଦେଉ ଅଭିମାନେ ତୁ ମାନିନୀ ।

1    150 3

ସ୍ମୃତି,ସତ୍ୟ ପ୍ରଜାପତି

Others

କିଛିଟା ଭାବନା ବ୍ୟଥାରେ ବ୍ୟଥାରେ ଲୁଚିଯାଏ,ହଜିଯାଏ । ଅବ୍ୟକ୍ତ ଅବ୍ୟକ୍ତ ସୁରଭି ସଂଚାରି ଉଇ...

1    307 19

ସ୍ମୃତି,ତୁମେ ସ୍ୱର୍ଣ୍ଣ ପ୍ରଜାପତି

Others

ମଣିଷର ସିନା ମରଣ ରହିଛି ସ୍ମୃତି ତ ଚିର ଅମର । ଯେତେଦୂରେ ଯାଏ ସେତେ ଜିଉଁ ଥାଏ ନେଇ ଅଙ୍କୁର ମଧୁର...

1    66 3

ସୁକନ୍ୟା

Others

ମହୁ ଝରେ ତା'ର କଅଁଳ ଅଧରେ ରଙ୍ଗରେ ତା'ଓଠ ମୃଦୁ ମନ୍ଦାର ।

1    115 4

ଈଶ୍ୱରୀ ଉବାଚ

Others

ଶାନ୍ତିରେ ଶାନ୍ତିରେ ସଂସ୍କାର ସଜାଡ଼ି ନୀତିରେ ନୀତିକୁ ଆଣେ ସାଉଁଟି

1    324 23

ଅଭିନୟ ତୁମେ,ହେ ମହାନାଟକ

Others

ତୁମ ନାଟକର ଦୃଶ୍ୟରେ ଦୃଶ୍ୟରେ ଅବର୍ଣ୍ଣ ସେ ଅବତାର । ସାଧୁକୁ ଅସାଧୁ ଅସାଧୁ କୁ ସାଧୁ ଅପଲକେ ତୁମେ କର...

1    65 2

ପ୍ରୀତିପର୍ଣ୍ଣା

Others

ଅଭିମାନ ତୁମ ମାନ ଠୁ ଅଧିକ କଣେଇ କଣେଇ ହସେ । ସେ ହସରେ ଥାଏ ଦରଦୀ ପୀରତି ଗୋଲାପୀ ଗୋଲାପୀ ବାସେ ।

1    347 38

ହେ ମାନବ,ରୁକ୍ଷ ଅଶ୍ଵଥାମା

Others

ମାନବ କୁହ ନିଜକୁ କାହିଁ ସେଇ ମାନବୀୟ ସଂକ୍ଷିପ୍ତ ସୁଷମା

1    305 47

ତ୍ରିକାଳ ଜୟୀ

Others

ସମ୍ମାନରେ ଶିଖ,ଓଡ଼ିଆରେ ଲେଖ ଭାଷା ଓ ଜାତିର ଟେକ କୁ ନେଇ ।

1    361 49

ସେଇ ଶବ୍ଦ ସେଇ ରାଗ

Others

ସେଇ ତୁମ ଆଖି ନିଃସଙ୍ଗତା ସାକ୍ଷୀ ଭୁଲିବି ଭାବି ବି ଭୁଲି ନ ହୁଏ ।

1    199 32

ମିଥ୍ୟା ପଣ,ସତ୍ୟର ସହର

Others

ବନ୍ଧୁ ସମ୍ପର୍କେ କଟାକ୍ଷ ଛନ୍ଦି ପାଇବ କି ମୋକ୍ଷ ଧିକ ବନ୍ଧୁ ମିଛ ସଜବାଜ ।

1    25 1

ମାନିନୀ ସ୍ବରାଷ୍ଟ୍ର ସ୍ୱାଭିମାନ

Inspirational Others Tragedy

ଅହିଂସା ତ ଆମ ଆର୍ଯ୍ୟ ପରମ୍ପରା ବିଜୟ ଲଭିବୁ ଆତ୍ମ ତର୍ପଣେ ।

1    42 1

ଅଭିମାନ ବନାମ ସ୍ୱାଭିମାନ

Others

ସ୍ୱାଭିମାନ, ତୁମେ ସ୍ବର୍ଗୀୟ ଦିବ୍ୟ ସୁନ୍ଦରୀ । ମଣିଷ ଭିତରେ ଦିଅ ସମ୍ମାନ ଓ ଶିରୀ ।

1    136 33

ମୋ ତୁଳୀ ମରଣ ନାହିଁ

Others

ଜାଣେନା ସେ ହାର ପାରିବ କି କରି ତୁମ ଗଲା ସୁଶୋଭିତ । କୁଙ୍କୁମ ହାର ଯେ ତୁମରି ଗଳା କୁ କରିଅଛି ବିମଣ୍...

1    262 14

କବିତା ମୋ ବଧୁ ନିରୂପମା

Others

ଅର୍ଦ୍ଧାଙ୍ଗ ଈଶ୍ୱର ନୁହେଁ ମୁଁ ତା'ପାଇଁ ସେ କିନ୍ତୁ ମୋ'ର ଈଶ୍ୱରୀ । ମର୍ମରେ ମର୍ମରେ କର୍ମରେ କର୍ମରେ ମୋ'...

1    338 25

ଶବ୍ଦ ବି ଲୁହ ଝରାଏ

Others

ସାଗରକୁ ସିଏ ଚୁମି ଯାଏ ସିନା ଦୂରରେ ଥାଇ ବି ସଂଭ୍ରମେ ସାଇତି ନିଏ

1    167 6

ଅନ୍ତରଙ୍ଗ ସଂଳାପ

Fantasy Others

ତା' ଭିତ୍ତି ବଳିଷ୍ଠ ଲକ୍ଷଣେ ବଶିଷ୍ଠ ଦିବ୍ୟ ସଂକଳ୍ପେ ଦୁର୍ବାର । କେବେ ଭାଙ୍ଗେ ନାହିଁ କେବେ ହଜେ ନାହିଁ ...

1    116 4

ଭବ୍ୟ ଭୁଆସୁଣି

Others

ବସୁଧା ଓଢଣୀ କାକର କଣିକା ତଳେ । ଭିଜା ଭିଜା ରଙ୍ଗେ ଶିହରଣ ତୋଳୁଥିଲେ । କେଉଁ ଅଭିମାନେ ଯାଉଛ ଗୋ ଚା...

1    108 3

ମଣିଷେ ଶିଖାଇ ଦିଅ

Others

ଜୀବନ ନାଟକ ସଂଜ୍ଞା ହରେଇଲା ବାସ୍ତବକୁ ଭୁଲିଯାଇ । ମଣିଷ ମୁଁ ସତ ତଥାପି ଭୁଲିନି ପିତା ପୁ...

1    89 4

ମଣିଷେ ଶିଖାଇ ଦିଅ

Others

ମଣିଷ ଗଢିଲ ରଙ୍ଗମଞ୍ଚ ଦେଲ ସିଦ୍ଧ ଅଭିନୟ ପାଇଁ ।

1    84 2

ରଙ୍ଗ ଭରିଦିଅ ନୂଆ ଉନ୍ମେଷେ

Others

ବୈଦିକ ବୈଧବ୍ୟ ବିଧାତା ଚକ୍ଷୁରେ ନୁହେଁ ଅପରାଧ ରଙ୍ଗ ଭରିଦିଅ ନୂଆ ଉନ୍ମେଷେ ।

1    83 3

ଭାବିଲେ ଲାଗେ ଅଜବ

Others

ମଣିଷ ପଣିଆ ମଶାଣିରେ ଥୋଇ ପଡିଛି ପାଷାଣ ପରି । ଭାବୁଛ କେମିତି ଗଡି ବହି ଯିବ ନୟନୁ ଲୋତକ ଝରି !

1    129 4

ଉତ୍କଳ ଉର୍ମି ଅର୍କ ଶ୍ରୀ

Others

ପଢ଼ିଥିଲି ଦିନେ ଉପେନ୍ଦ୍ର ଭଞ୍ଜଙ୍କ ସୁକାବ୍ୟ ଲାବଣ୍ୟବତୀ । ସେ ଲାବଣ୍ୟ ନାରୀ ତୁଚ୍ଛ ମୁଁ ଭାବିଲି ଦେଖି ତା'ଲା...

1    48 1

ନରମ ନୈବେଦ୍ୟ

Others

ତ୍ୟାଗରେ ତ୍ୟାଗରେ ଭରିଦେଲ ମୋର ମନ ଅଗଣାରେ ସୁଖର ସଙ୍ଗୀତ ରାଜି ।

1    85 2

ପ୍ରେମ ଅଭିସାର

Others

ଗଛ ଲତା ଫୁଲ ଋତୁରେ ଋତୁରେ ଆତ୍ମୀୟତା ଆଉ ନିବିଡ଼ତା ପ୍ରେମ ଝର ।

1    109 3

ସୂର୍ଯ୍ୟ ମୁଁ ,ସକଳ ଶକ୍ତିର ଆଧାର

Others

ହୋଇପାରେ ମୁହିଁ ଶକ୍ତିର ଆଧାର କରେନି ମୁଁ ଶକ୍ତି ଅପଚୟ,ଅପକର୍ମ । ଅଗ୍ନି ଉଦ୍ଗୀରଣ ଅବା ଭୂମିକମ୍ପ...

1    125 4

ଅସତ୍ୟ ସହରେ

Inspirational

କୋଣାର୍କର କଳା ସନ୍ତ୍ରାସେ ଶଙ୍କୁଛି ସର୍ବତ୍ର ଶୁଭୁଛି ବିକଳାଙ୍ଗ ପଦ ଧ୍ୱନୀ । କାହିଁ ଗଲା ଜାତି ସ...

1    46 1

କବି ଲେଖନୀର ଫୁଲଟିଏ ମୁହିଁ

Others

ନାୟିକା ଗୋ ମୋର ନୀଳ କଇଁ ତୁମେ ମଲା ଜହ୍ନ କେବେ ନୁହଁ । ଜାଣେନା, ମୁଁ ତୁମ ନାୟକ କି ନୁହେଁ ...

1    39 1

ଦେବତା ଆସନ ଦିଅ ନାହିଁ ମୋତେ

Tragedy

ଅଘଟଣ ଅବା ଦୁର୍ଘଟଣା ଆସୁ ସମ୍ପର୍କ ହୃଦୟୁ ଥିଲେ, ଭାଙ୍ଗିବନି କେବେ ହଜିବିନି କେବେ ଯେଡ଼େ ବି ଝଡ଼ ଆସିଲେ ।

1    113 4

ଗୌରବର ମହା ମୋକ୍ଷ ୨୦୧୯

Others

ବିଦାୟୀ ବର୍ଷର ବିଦାୟ ଶୋକରେ ସ୍ଥାବର ଜଙ୍ଘମ ବ୍ୟଥିତ,ବେଦନାସିକ୍ତ ।

1    107 4

ବିଦାୟୀ ସନ୍ଧ୍ୟା ଗୋ

Others

ସରମି ଯାଇଛି ନରମ ନୟନ ଅବା ଭିଜିଅଛି ନିରାଶା ନୀରେ । ଶୋକ ସନ୍ତାପିତ କାରୁଣ୍ୟ ଚାହାଣି ମରମେ ମରମେ ...

1    155 6

ଶବ୍ଦରାଗର ଅଞ୍ଜଳି

Others

ତାଙ୍କ ଲେଖନୀରୁ ଝରି ଯାଉଥିବା ମୃଣାଳ ମନ୍ତବ୍ୟ ମୋ'ପାଇଁ ଅଲିଭା ଗାର ।

1    715 2

ବନ୍ଧୁତ୍ୱ ଯେ ନିଆରା ସମ୍ପର୍କ

Others

ସକାଳ ସଞ୍ଜରେ ଆଖିରେ ଆଖିରେ ଆଙ୍କି ରଖିଥିଲ ଅଣ ଦେଖା କରିଦେଲ ।

1    601 2

ଆକର୍ଷଣ ବନାମ ଅତ୍ମୀୟତା

Others

ଆକର୍ଷଣ ଦେହେ କାମନା କୁହୁଳେ ସଂକ୍ଷିପ୍ତ ତା'ରି ଆୟୁଷ ।

1    1.4K 3

ହେ ଯୀଶୁ, ବିଶ୍ୱ ପ୍ରାଣା

Inspirational

ଜାତି,ଧର୍ମ,ବର୍ଣ୍ଣ ସୁନିର୍ବିଶେଷରେ ଅନୁଜ ଅବା ଅଗ୍ରଜ ।

1    1.1K 3

ତୋ ବକ୍ଷ ଲାବଣ୍ୟପୁର

Others

ଲହୁଣୀ ନୁହେଁ ସେ ତୋ'ନୟନ ଝରା ନରମ ନରମ ଲୁହର ଧାର ।

1    1.3K 3

ମୋ ପ୍ରୀତି ଅତି ନିଆରା

Others

ଆଗୋ ନିଶିଗନ୍ଧା ବନ୍ଧନରେ ବନ୍ଧା ପ୍ରୀତି ପତର ରେ ପ୍ରୀତ । ସେ ପ୍ରୀତି ପତର ସଂଭ୍ରମ,ସଂଯମ, ମର୍ଯ୍ୟାଦାରେ ଅଳଙ୍...

1    1.2K 9

ଜୀବନ ଗୀତି

Tragedy

ଦରଦ ଲୁଚାଇ ପରକୁ ହସାଇ ଭୁଲିଯାଏ ମୃତ୍ୟୁ ଭୟ । ମୃତ୍ୟୁ ସୁଚିନ୍ତିତ ବିଧିବଦ୍ଧ ତା'ର ସମୟ ...

1    1.2K 5

ପରମ୍ପରା

Others

ମିଥ୍ୟାରେ ମିଥ୍ୟାରେ ସ୍ୱାର୍ଥରେ ସ୍ୱାର୍ଥରେ ବିକଟ ଦାନବ ମଣିଷ ଦିଏ ସଜେଇ ।

1    2.3K 7

ରଜନୀ,ତୁ ନିଶିଗନ୍ଧା

Others

ରଜନୀ ଗନ୍ଧାର ଫିକା ପଗୁଣକୁ ନିଜ ପଣତରେ ଲୁଚାଉ ଅଛୁ । ରଜନୀ ହସିଲା କୁହକେ କହିଲା "ପ୍...

1    1.4K 7

ରଜନୀ,ତୁ ନିଶିଗନ୍ଧା

Others

ରଜନୀ ରାଣୀକୁ ପଚାରିଲି ଧୀରେ କୁହ ତୁ କାହିଁକି ନୀରବି ଅଛୁ ।

1    1.9K 2

ବର୍ଷା ବନ୍ଦନା

Others

ସେ ଗୀତିରେ ଥିବ ପ୍ରଶଂସା ବିଭବ ସଂସାର ସୁଖ ସପନ, ଗୀତ ଛନ୍ଦେ ଛନ୍ଦେ କଲ୍ୟାଣ କରିବୁ ସୁଖୀ ହେବେ କୋଟି ଜନ...

1    2.8K 1

ବର୍ଷା ଲୋ,ତୁ ଆସିଗଲୁ

Others

କାହିଁକି ଲୋ ବର୍ଷା ରାଣୀ ସାଥିରେ ତୋ'ସଉତୁଣୀ ଶୀତ କୁ ସାଥିରେ ଆଣି। ଓଦା କଲୁ ଆଖି

1    2.4K 5

ଭକତି ଖୋଜି ପାଉନି

Others

ଅଗଣାରେ ଥିବା ଭୋଖିଲା ପ୍ରାଣକୁ, ଦେଇ ପାରୁନି ମୁଁ ଦୁଇଟି ଶୁଖିଲା ଦାନା ।

1    2.6K 6

ନିଆରା ସୁନ୍ଦରୀ

Others

ଆଖିକୁ ସୁନ୍ଦର ଦିଶିବା ଦରବ ସଦାବେଳେ ନୁହେଁ ଅସଲି,ପକ୍କା । ଦୂର ପାହାଡ଼ ବି ସବୁଜ ସୁନ୍ଦର ...

1    2.2K 1

ସାର୍ଥକ ସ୍ମୃତି

Others Tragedy

ତୁମେ ତ ଦେଖୁଛି ସାରା ଦୁନିଆଁକୁ ସୁଖ ବାଣ୍ଟି ବାଣ୍ଟି ଖୁସିରେ ରୁହ । କେମିତି ଜାଣିବି ତୁମରି ଭ...

1    2.0K 6

ହେ ସୃଷ୍ଟି,ତୁମେ ଅମ୍ଳାନ !

Others

ତାହା ହିଁ ଆମରି ମାନବ ଧରମ ଈଶ୍ୱର ଆଗରେ ମୈତ୍ରୀର ଗୀତି ଗାଏ ।

1    2.5K 6

ଚନ୍ଦ୍ରଭାଗା,ତୁମେ ସ୍ୱାଭିମାନୀ

Others

ଭଗ୍ନ କୋଣାର୍କର ଜୀର୍ଣ୍ଣ ବିମ୍ବ ଦେଖି ହୁଅ ନାଇଁ ହୀନିମାନୀ ।

1    5.2K 7

ଚନ୍ଦ୍ରମା ଲୋ,କିଛି ତ ଦେଇଯା

Others

ହେ ଚନ୍ଦ୍ରମା !କାହିଁକି ନୀରବ? ସ୍ନିଗ୍ଧ ତୁମେ,ସ୍ମିତ ତୁମେ, ତୁମେ ନିର୍ବିକାର

1    3.4K 5

ହେ ନାରୀ,ନାମସ୍ୟ

Inspirational

ସର୍ବାଙ୍ଗ ସୁନ୍ଦରୀ ନାରୀ ଆଉ ନାରୀ ସୁନ୍ଦରେ, ସୁନ୍ଦରେ ସୁଖ ବାଣ୍ଟିଲା । ତ୍ରିବେଣୀ ତୀର୍ଥ ସେ ପୁଣ୍ୟ ପରମ୍ପରା ...

1    3.9K 2

କବିତା ମୋ ପ୍ରତିଶ୍ରୁତି

Fantasy

ନିଦାଘରେ ବୈଶାଖୀ ବୁକୁରେ ଶ୍ରାବଣୀର ମେଘ ମାଳା ସାଜି ଘନ ଚୂର୍ଣ୍ଣ କୁନ୍ତଳରେ ସଭିଙ୍କୁ ଆବୋରେ ।

1    4.3K 2

ଅଭିମାନୀ ଦେବଦାସୀ

Others

ତୁମ ସେଇ ଦିବ୍ୟ ଦୃଷ୍ଟି ନେଇ ଅର୍ପିଥାଅ ତୁମେ ସୁରକ୍ଷା କବଚ ସକଳଙ୍କ ପାଇଁ ସୁଖ ନିରନ୍ତର ।

1    8.0K 9

ବଞ୍ଚିବି ବଞ୍ଚିବି,ତାକୁ ବଞ୍ଚାଇବି

Others

ତାଙ୍କ ଦରବାରେ ପାତର ଅନ୍ତର ଭାବି ପାରୁନି ମୋ' ମନେ ।

1    4.4K 4

ପ୍ରତୀକ୍ଷା

Others

ସକାଳର ସୂର୍ଯ୍ୟମୁଖୀ, ସଞ୍ଜର ତୁଳସୀ । ଫଗୁଣର ଋତୁମତୀ, ଋତୁରାଜ ବସନ୍ତ ମାନସୀ !

1    8.4K 4

ତଥାପି ବଞ୍ଚିବି

Others

ବଞ୍ଚିବି ମୁଁ, ବଞ୍ଚିଥିବି ନିଜ ପଣେ ରହି, ଡାକୁଥିବି ଜୋଛନାକୁ ତୁହାଇ ତୁହାଇ ।

1    4.5K 2

କଳ୍ପ କୁମୁଦିନୀ

Others

କବିତା ତାହାରି ଏକାନ୍ତ ଈଶ୍ୱରୀ ଅସ୍ତ ରଙ୍ଗ ନୁହେଁ ସଦା ସବୁଜିମା ଧାରା ।

1    5.7K 5

ହେ ଅପ୍ରାପ୍ତ ମୃତ୍ୟୁ,ନିନ୍ଦନୀୟ

Inspirational

ଅକାଳ ମରଣ କୁତ୍ସିତ କଷଣ ଆକଷ୍ମିକ ହୋଇ ଭାଗ୍ୟେ ବିଫଳତା ଦିଏ । ଜନ୍ମ ଆଉ ମୃତ୍ୟୁ ସଦା ସ...

1    5.0K 10

ଜନନୀ

Abstract Inspirational

ଜନମ ଜନମ ଜନ୍ମ ନେବି ତା' କୋଳେ, ତା'କୋଳେ, ଲୋଡ଼ା ନାହିଁ ଆଉ କିଛି ଅନ୍ୟଥା ସମ୍ବଳ !

1    9.4K 5

ବିପ୍ଳବ

Others

ବିପ୍ଲବୀ ସେ ନୁହେଁ, ଧର୍ମ ନାମରେ ଯିଏ ଅଧର୍ମ ପାହଚେ ଜାଣି ଜାଣି ରଖେ ପାଦ । ହିଂସାରେ ହିଂ...

1    6.9K 6

ହେ କୀର୍ତ୍ତି କୋଣାର୍କ

Inspirational Others

ତୁମ ଇଙ୍ଗିତରେ କବିତା ନିର୍ଝରେ ହେ କୀର୍ତ୍ତି କୋଣାର୍କ କବିଙ୍କ ତ୍ରିବେଣୀ ଶାଳା ।

1    13.3K 4

ହେ କୀର୍ତ୍ତି କୋଣାର୍କ !

Others

ତିନି ଭୁବନରେ ତୁମେ ହିଁ,ତୁମେ ହିଁ, ସତେକି ସୃଜିବ ଆଉ ଏକ ବୃନ୍ଦାବନ !

1    6.4K 8

ପୁଣ୍ୟଦା ଦୀପାଳି

Others

ଚହଟ ବରଣୀ ଚମ୍ପାର ଓଢଣୀ ସରମେ ଝାଉଁଳି ଗଲା , ପଦ୍ମ ପତରରେ ଶିଶିର କଣିକା ସମ୍ମାନେ ସ୍ୱାଗତ କଲା

1    6.9K 8

ଲାଳିତ୍ୟ ଲାବଣ୍ୟ ଝରେ

Inspirational

ସେଇ ଆମ ପ୍ରିୟ ଶାଶ୍ୱତ ତନ୍ମୟ ସ୍ୱାତୀ ସରସ୍ୱତୀ ସ୍ୱାଭିମାନୀ,ଅଭିମାନୀ !

1    6.9K 4

ଗାଏ ତା' ଗୀତି

Others

ଜନମ ଲଭିଛି ଜନନୀ କୋଳରେ ମଶାଣି ମଣ୍ଡିବି ପ୍ରେରଣା କୋଳେ ।

1    13.6K 5

ନୀରବ ଲୟରେ ବସନ୍ତ ଝୁରେ

Others

ଇନ୍ଦ୍ରଧନୁର ସାତ ରଙ୍ଗ ଫିକା ପଡିଯିବ ତୁମ ରଙ୍ଗ ଆଗରେ ।

1    7.0K 4

ମୃତ୍ୟୁର ମଶାଣି ପଡିବ ଫିକା

Others

ସାରସ୍ୱତ,ସ୍ୱାତୀ, ଶାଶ୍ୱତ ସୃଜନେ ନିୟୋଜି ଦେବି ମୋ' ଜୀବନ ଜ୍ୟୋତି ।

1    7.2K 6

ଶ୍ରୀପଦା

Romance

ପ୍ରେମ ମନ୍ଦ ମନ୍ଦାକିନୀ ସର୍ବାଙ୍ଗ ସୁନ୍ଦରୀ ଅମର ସେ,କେବେ ମରେନାହିଁ। ପୁଣ୍ୟ ପ୍ରାଣ...

1    7.0K 10

ସାର୍ଥକ ଶାସ୍ତ୍ର

Inspirational Others

ପ୍ରଣୟରେ ଭରା ସଂସ୍କାରର ଛିଟା ଦୁନିଆଁ ଦୁଆରେ ଛିଟାଇ ଦିଅ ।

1    6.8K 4

ବିଶ୍ୱାସ

Others

ବସ୍ତୁବାଦୀ ହୋଇ ଧୋକା ଦେଲ ସିନା ମୋ' ବିଶ୍ୱାସ ଥିବ ଚିର ଅତୁଟ,ଅଜର । ବିଶ୍ୱାସ ବିହୀନ ...

1    13.2K 2

ସୂକ୍ଷ୍ମ ସାକ୍ଷୀ

Others

ତା' ଜୀବନ ପଥେ ଅନ୍ୟର ଆଘାତେ ଦୁର୍ବାର ଯାତନା ଅକୁହା ମନର ବ୍ୟଥା ।

1    6.6K 1

ଜହର

Others

ସତ୍ୟର ସହରେ ଆଜି ହେଉଛି ନିଲାମ୍, ଗାନ୍ଧୀବାଦ,ନିଷ୍ଠା ମଣିଷର । ରାଷ୍ଟ୍ର ଶାନ୍ତି,ରାମଧୁନ୍ ଲଜ୍ଜିତ,ଲା...

1    7.2K 6

ମଣିଷ ତାହାରି ନାମ

Inspirational Others

କୋଟିଏ ନାମରେ ଗୋଟିଏ ସଂସାର ଜାତି ବି ଗୋଟିଏ "ମଣିଷ"ତାହାରି ନାମ ।

1    13.7K 2

କଳ୍ପନାର ସୁକୁମାରୀ

Others

ମୃତ୍ୟୁ ଯେ କରାଳ, ନିଷ୍ଠୁର,ଜଟିଳ ନାହିଁ ତା'ପାଖରେ ସମ୍ପର୍କ ଅବା ବନ୍ଧନ ।

1    13.9K 11

ଆହେ ପ୍ରଭୁ, ବିଧାନ କରତା

Others

ନଭଶ୍ଚୁମ୍ବୀ ତୁମ ଶ୍ରୀ ମନ୍ଦିର ଚାଳ ଖଣ୍ଡେ ମୋ' କପାଳେ କାହିଁ ! ଅଛି ତୁମ ରତ୍ନ ସିଂହାସନ ମୋ'ପ...

1    6.5K 5

ହେ ପ୍ରଭୁ, ବିଧାନ କରତା

Others

କେତେ କର ପାତର ଅନ୍ତର ଜାଣି ଶୁଣି ମୁଁ ତୁମ ସନ୍ତାନ । କୁହ ତେବେ କିବା ପ୍ରତିଷ୍ଠିବ ସାମ୍ୟବାଦ ମାନବେ ମାନବେ !

1    6.9K 8

ମୋ' ପ୍ରିୟା ଗୁଣ ଅସରା

Others

ମନ୍ଦ ମଳୟ ବି ପରାଜିତ ହୁଏ ଧୀର ପଣିଆରେ ମୋ'ପ୍ରିୟା ଗୁଣ ଅସରା । ମୁହଁରେ ମୁହଁରେ ପ୍ରଶଂ...

1    6.6K 7

ମନର ସମାଧି ନାହିଁ

Inspirational

ପୁଣ୍ୟ ବୋଲି କିଛି ପରିଭାଷା ନାହିଁ ହୃଦୟର ଅନୁଭବ ।

1    7.0K 4

ବନ୍ଧନ

Tragedy

ସେ ଆଖିର ଛବି ଲୁଚିବ କେମିତି ଆଇନାରେ ମୋର ପ୍ରତିବିମ୍ବ ଭାସିଯାଏ । ସମ୍ପର୍କର ମାନେ ନୁହେଁ ଖ...

1    7.0K 7

ନିର୍ବାକ ବିବେକ

Others

ଚାରିଆଡେ ଅଛି ଖାଲି ଶୂନ୍ୟର ଅସ୍ତିତ୍ୱ, ବର୍ବର ଶୂନ୍ୟତା । ଅସଂଲଗ୍ନ ଅମାନବିକତା ।

1    12.9K 8

ସମର୍ପଣ

Others

ପାପ ପୁଣ୍ୟ ଖେଳ ବିଧାତା ବୁଝିବ ବଳକା ଜୀବନ ସମର୍ପିଲି ମୁଁ ତୁମକୁ ।

1    7.2K 5

ଶାଶ୍ୱତ ପ୍ରେମ ସ୍ୱରୂପ

Others

ଶିଶୁ ର ହୃଦୟ ପୁଣ୍ୟ ପ୍ରୀତି ମୟ, ଈଶ୍ୱରଙ୍କ ପ୍ରତିରୂପ । ଜୀବନ୍ତ ଠାକୁର, ପବିତ୍ର ମନ୍ଦିର, ଶାଶ୍ୱତ ପ୍ରେମ ସ୍ୱରୂପ...

1    6.7K 3

ଶାଶ୍ୱତ ପ୍ରେମ

Inspirational

ଶିଶୁ ର ହୃଦୟ ପୁଣ୍ୟ ପ୍ରୀତି ମୟ ଈଶ୍ୱରଙ୍କ ପ୍ରତିରୂପ । ଜୀବନ୍ତ ଠାକୁର, ପବିତ୍ର ମନ୍ଦିର ଶାଶ...

1    6.5K 3

ବାପୁ, ପୂଜ୍ୟ ପରମ୍ପରା !

Others

ହେ ଦାର୍ଶନିକ ! ହେ ବିଶ୍ୱ ନାୟକ ! ! ହେ ଚିର ନାମସ୍ୟ ! ! ! ଆତ୍ମ ତ୍ୟାଗ,ଅତ୍ମୋସର୍ଗ, ଆତ୍ମ ବଳିଦାନ,ସବୁ ଥିଲା ...

1    1.3K 3

ବାପୁ, ଆମ ପୂଜ୍ୟ ପରମ୍ପରା !

Inspirational Others

ବିଶାଳ ହୃଦୟର ପ୍ରତୀକ ତୁମେ, ହିମାଳୟ ପରି ନିଶ୍ଚଳ,ସୁଦୃଢ଼ । ବୁଦ୍ଧଙ୍କ ଭଳି ସଂଘ,ସନ୍ଥ ଆଉ ମାନବ ଧର୍ମର ଆବାହକ ଥିଲ ତ...

1    6.9K 10

ନଜର ପାରେନି କହି

Inspirational Others

ରୁଧିର ଯାହାର ପର ଉପକାର କୃତି ର ସଙ୍ଗୀତ ଗାଏ । କେମିତି ବଞ୍ଚିବ ନ କରି ଅନ୍ୟର ପାଇଁ ଉପକାର ସିଏ !

1    7.2K 7

ସାଧବ ବୋହୂ

Inspirational

ଯୌତୁକ ଯନ୍ତ୍ରଣା, ନାରୀ ନିର୍ଯ୍ୟାତନା ଏ ଦୁନିଆଁ ଭୁଲିଯାଉ । ସାଧବ ବୋହୁ ଗୋ,ତୁମ ଇସାରାରେ ନାରୀତ୍ବ ସ...

1    13.9K 5

ନଜର ପାରେନି କହି

Inspirational Others

ସେ କୀର୍ତ୍ତି ବି ଦିନେ ମାଟିରେ ମିଶଇ ଘୃଣ୍ୟ ସଜାଏ ସମାଜ । କାହିଁକି ତା'ହେଲେ ଜୀବନ ଦେବାକୁ ପର ପାଇଁ ସଜ ବ...

1    6.6K 5

କବିତା ରୂପରେ ଲେଖି ଚାଲିଛି

Others

ଲକ୍ଷ୍ମୀ ନିବାସର କଳ୍ପନା କରିଛି ଲକ୍ଷ୍ମୀ ତୁମେ,ତୁମେ ସାଗର କନ୍ୟା । ସେଇ ଉଆସରେ ସକାଳ ସଞ୍ଜରେ ଛୁଟୁ...

1    7.0K 7

ବୈଧାନିକ ପରମ୍ପରା

Romance

ପବିତ୍ର ଡୋରୀରେ ପ୍ରେମ ବନ୍ଧା ହେଲେ ନ ରହେ କୁତ୍ସିତ, ବିନାଶର ଭାବଧାରା ।

1    12.9K 7

ମଣିଷ ବୁଝି ପାରୁନି

Inspirational Others

ନଡ଼ିଆ ଅର୍ପଣ ପ୍ରତିଯୋଗିତାର ହିସାବ ଖୋଜି ମିଳୁନି । ହଜାର ହଜାର ଦୀପ ଜଳୁଅଛି ଭକତି ଭାବ ଦିଶୁନି ।

1    7.0K 8

ମୁକ୍ତି ସଙ୍ଗୀତ

Others

ସମାଜରେ ରହି ଅସାମାଜିକତା ବଳୟ ଭିତରେ ପଚି ସଢ଼ି ଲୀନ ହୁଏ ।

1    6.9K 6

ହେ ବନ୍ଧୁ ବରେଣ୍ୟ

Tragedy

ପରିବାର ଠାରୁ ଆହୁରି ନିବିଡ ତୁମରି ବନ୍ଧୁ ପଣିଆ । ଅଦେଖା ହୋଇ ବି ଅଳପ ମୁହୂର୍ତ୍...

1    13.2K 7

ଆଲୋକର ସତ୍ତା

Inspirational

ସମସ୍ତଙ୍କୁ ଦେଖ ନିଜ ପଣିଆରେ, ମଣିଷର ପାଇଁ ମଣିଷ ହିଁ ଝୁରି ମରେ ।

1    13.1K 5

ଅକନ୍ୟା ଜଗତ ଲାଗଇ ଶୂନା

Inspirational

ତୁ ମାନସ କନ୍ୟା, ତୁ ସାଗର କନ୍ୟା ପ୍ରକୃତି କନ୍ୟା ତୁ,କନ୍ୟା ସବୁରି । ନକ୍ଷତ୍ର ବି ତୁ ଜ୍ୟୋତିଷ...

2    6.5K 2

ଓଡିଶା ମାଟିର ନାରୀ

Inspirational Others

ଧନ୍ୟ ଏ ଓଡିଶା ମାଟି, ଗଉରବ ଫୁଲେ ଫୁଟି ତୁମ ଗାରିମାରେ ଗରିୟାନ ।

1    6.8K 6

ଆର୍ଯ୍ୟ ଅତିଥି,ଶ୍ରୀ ଗଣେଶ !

Others

ଦେବତା ମାନେ ବି ସିଦ୍ଧ ସାଧକର ଅମ୍ଳାନ ମର୍ଯ୍ୟାଦା ତୁମକୁ ଦେଇ । ଗୌରବ ଲଭନ୍ତି ...

1    6.8K 5

ଦୁଃଖରେ ଦୂରେଇ ଗଲି

Others

ଗର୍ଭ ଗୃହେ ତୁମେ ଶାନ୍ତିରେ ଶୋଇଛ ମୁଁ ରାସ୍ତାର ଧାରେ ଧାରେ । ତୁମରି ଚିନ୍ତନ ତୁମରି କୀର୍ତ୍ତନ କ...

1    6.7K 5

ପ୍ରେମ ମୋ' କବିତା

Others

ସେମିତି ଭାବିଲେ ବିଶ୍ୱବାସୀ ମୋର ପୁଣ୍ୟ ପ୍ରେମ ଅଗଣାରେ ।

1    6.4K 3

ଜାଣି ବି ଅଜଣା ପରି

Tragedy

ଅଭିମାନିନୀ ଗୋ, ମମତା ମନ୍ଦିର ତୋଳି, ପୁଣି ଭାଙ୍ଗିଦେଲ , କାହା ଇସାରାରେ ନିଜକୁ ହଜେଇ ମୋତେ ପର କରିଦେଲ...

1    6.9K 4

ପ୍ରଣତି ଗୋ

Others Romance

ପ୍ରଣତି ଗୋ ! ଘେନ ପ୍ରଣାମ ମୋହର ମୋ'ହୃଦୟେ ରହିଥାଅ ! ତୁମ ଜରିଆରେ ନିଶ୍ଚୟ ଜିଣିବି ଶତ୍ରୁର ତିକ୍ତ ହୃଦୟ ।

1    6.8K 7

କେବେ କେବେ ହସିବା ଜରୁରୀ

Inspirational

ସତ ଦେଖିବାକୁ ପବିତ୍ରତା ଆଖି ଦୁଇ ଲୋଡ଼ା । ମିଛ କହିଦେଲେ ଅନାଦର୍ଶ ଜୀବନ ଅଲୋଡ଼ା ।

1    6.7K 9

ପ୍ରୀତି ଉପହାର

Others Romance

ଭିଜା ମନ ମୋର ଉଡ଼ି ଲୁଚିଗଲା ସେ ନୀଳ ପରୀର ଫିକା ପଣତ କାନିରେ । ପ୍ରୀତି ଉପହାର ଛାଡି ଦେଇ...

1    6.3K 5

ଜୀବନ ସୁନ୍ଦର

Others

ଜୀବନ ଯେ ଖାଲି ସୁନ୍ଦର ସପନ ଜୀବନ୍ତ ପ୍ରିୟ ଖେଳଣା । ହସ ଖୁସି ମେଳେ ବଂଚିବା ଶିଖିଲେ ଭର...

1    7.0K 9

ପ୍ରୀତି ଭରା ଫୁଲ ଉପହାର

Inspirational

ସମ୍ପର୍କର ଡୋରୀ ନେଇ, ବାନ୍ଧି ଦିଅ ଏକକୁ ଆରେକ । ଥରେ ବାନ୍ଧି, ଛିଣ୍ଡାଇ ଦିଅନା, ଛିଣ୍ଡି ଗଲେ, ମନ ହୁଏ ...

1    6.6K 4

କର୍ମ ବଳ

Inspirational

ସୁକର୍ମ କୁକର୍ମ ଉଭୟ ଜୀବନେ ଆଶ୍ରୟ ନିଅନ୍ତି ନିଜର ନିତ୍ୟର କର୍ମର ବଳେ ।

1    6.7K 0

କଳା ତୁଳସୀ

Others

ଯାଅ ଗୋ ତୁଳସୀ ସେଇ ଅଗଣାକୁ ଭକ୍ତ ମାନଙ୍କର ପୁଣ୍ୟ ପ୍ରାନ୍ତର । ମହକେଇ ଦିଅ ନିଜ ସୁବାସରେ ...

1    6.4K 7

କାହିଁକି ଏ ଅଭିମାନ

Others

ତୁମ ଅହଂକାର ଅନ୍ଧକାରେ ଲୁଚିଯିବା ଯାଏ । ତୁମ ଭିତ୍ତିହୀନ ଅଭିଯୋଗ ଭିତ୍ତି ପ୍ରସ୍ତରରେ ...

1    6.8K 4

ହୃଦୟ ଡୋରୀ

Inspirational

ସମ୍ମାନ ପାଇବ, ଲକ୍ଷ୍ମୀ ବି ହସିବେ ତୁମରି ଅଗଣା ଉଠିବ ହସି । ସାରା ରାଇଜର ଫୁଲ ବଗିଚାକୁ ...

1    6.7K 2

ଯିବି ପୁଣି ତୋ'ରି ଇସାରାରେ

Others

ନେବି ଲୋ ସମାଧି, ତୋ'ବକ୍ଷରେ, ତୋ'ଚାରୁ ଗର୍ଭରେ । ଆସିଥିଲି ତୋ'ରି ଡ଼ାକରାରେ । ଯିବି ପୁଣି ତୋ'ରି ଇସାରାରେ ।

1    13.4K 5

ଲେଖିବି ଲେଖିବି ପଡିବିନି ଥକି

Others

ବୀଣାପାଣି ଙ୍କର ବୀଣାର ଝଙ୍କାର ମୃଦୁ ମୃଦୁ ତାଳେ ଝଙ୍କୁରୀତ । ମୋ'କଲମ ସ୍ରୋତ ବହେ ଅବିରତ ...

1    13.4K 5

ଆଇନା କେବେ ବି ମିଛ କୁହେ ନାହିଁ

Inspirational

ହୃଦୟ କେବେ ବି ନିଷ୍ଠୁର ହୁଏ ନି ନିଷ୍ଠୁର ନିଜର ମନ ହିଁ ହୁଏ ।

1    6.7K 4

ସୁବର୍ଣ୍ଣ ଶଙ୍ଖାଳି

Inspirational

ମୋ'ପାଇଁ ସେମାନେ ସୁବର୍ଣ୍ଣ ସଙ୍ଖାଳି ତୀର୍ଥର ତାରିଣୀ ବନ୍ଧା ଏ ଜୀବନ କର ତା'ଙ୍କୁ...

1    6.8K 1

ନିର୍ବାଣ

Inspirational

ନିର୍ବାଣ ! ଜୀବନର ଅବକ୍ଷିପ୍ତ ଅନ୍ତିମ ସୋପାନ । ତୋତେ ପାଇବାକୁ ହୋଇପାରେ କଷ୍ଟ ସାଧ୍ୟ, କିନ୍ତୁ,ନୁହେଁ ଅସମ୍ଭବ ।

1    13.0K 6

ଦାରୁବ୍ରହ୍ମ,ଅହିତରେ ହିତ

Others

ଦେଖା ପଣିଆରେ କେବେ ନୁହେଁ ଦେଇଛି ମୁଁ ଅନ୍ତରର ପ୍ରେମ ଭକ୍ତି ହୃଦୟ କଣିକା ।

1    6.7K 5

ବର୍ଷା ବନାମ ଅଭିମାନ

Others

ଅଳପ ଲୁହରେ, ଅଭିନ୍ନ ସୁରରେ, ଧୀରେ ଧୀରେ ଆସ, ଆସି ପୁଣି ଚାଲିଯାଅ । ଢାଳିଦେଇ ଯାଅ ବିରହର ବନ୍ୟା ।

1    13.7K 7

ଭିନ୍ନ ଏକ ଅଳଙ୍କାର

Inspirational

ନିଜ ସପନରେ ହଜି ସପନକୁ ସୁନା କରିଯିବା । ସେ ସପନେ ସଂସାରକୁ ଭିନ୍ନ ଏକ ଅଳଙ୍କାର ଦେବା ।

1    7.1K 4

ସବୁ ମଣିଷଙ୍କୁ କର ନିଜର

Others

ମରୁ ଦରିଆରେ ଶ୍ରାବଣ ଖେଳିବ ଆକାଶେ ଉଡିବ ରଙ୍ଗ ହଜାର । ମଣିଷ ପଣକୁ ସମ୍ମାନ ମିଳିବ ମହକି ଉଠିବ ସାରା ସଂସ...

1    6.8K 6

ମହା ସୁଖୀ

Inspirational

ନିଜର ସୁଖ କୁ ପରକୁ ବାଣ୍ଟିଲେ ସିଏ ମହା ସୁଖୀ ତା'ପାଖେ ଦୁଃଖ ପଶେ ନା ।

1    6.9K 10

ହେ ସମୟ , ତୁମକୁ ସମ୍ମାନ !

Inspirational

କାହାପାଇଁ ସମୟ ମମତା କାହାପାଇଁ ନିଷ୍ଠୁର ଯାତନା । ଆଉ କାହାପାଇଁ ବରଦାନ କା'ଜୀବନେ ଅବୋଧ ଯନ୍ତ୍ରଣା ।

1    13.8K 7

ମୋ'ଜୀବନ ପଛେ ନର୍କେ ପଡ଼ିଥାଉ

Others

ହାଇ ରେ ବିଧାତା ଏତିକି ସପନ ଦେଖାଇବୁ, ଯାହା କରି ପାରିବୁ । ମୋ ଜୀବନ ପଛେ ନର୍କେ ଥୋଇଦେବୁ ଜଗତ ଲୋକଙ୍କ ହିତ ସା...

1    6.7K 2

ମହା ସୁଖୀ

Others

ନିଜର ସୁଖ କୁ ପରକୁ ବାଣ୍ଟିଲେ ସିଏ ମହା ସୁଖୀ ତା'ପାଖେ ଦୁଃଖ ପଶେ ନା ।

1    7.0K 5

ଭିନ୍ନ ମୋର ରଥ ଯାତ୍ରା

Others

ଏ ମୋର ଯାତରା ସଂସାରେ ନିଆରା ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ। ମାନବ ଧର୍ମର ବିକଳ୍ପ ସଂସାର ରଚିବାକୁ ଇଚ୍ଛା ସାର...

1    7.0K 10

ଶ୍ରୀ ଜଗନ୍ନାଥ ଉବାଚ

Others

ସବୁଥିରେ ତୁମେ ରହିଛ ଆଗୁଆ ସ୍ଥାଣୁ ମୁଁ ନାମକୁ ସିନା ଈଶ୍ୱର । ତୁମେ ମୋ' ଭକତ ମୋ'ପ୍ରିୟ ପ୍ରେମିକ ...

1    6.8K 5

ସବୁ ତୁଚ୍ଛ ତୁମ ଇଛା ଆଗେ

Others

ତୁମେ ପରା ସଂସାରରେ ଅଲିଭା ଆଲୋକ ସବୁ ତୁଚ୍ଛ ତୁମ ଇଚ୍ଛା ଆଗେ ।

1    13.9K 9

ମା କଶ୍ଚିତ ଦୁଃଖଭାଗ ଭବେତ

Inspirational

ତୁମ କଵିତାର ମଧୁ ମଦିରାରେ ନଥିଲି ମୁଁ ବିଟପୀ ଭ୍ରମର ।

1    6.7K 10

ବର୍ଣ୍ଣ ବୈଭବ

Others

ସୁକର୍ମ ସବୁର ହିସାବ ଖାତାଟି ପ୍ରଚ୍ଛଦ ପଟରେ ଲୁଚେଇ ରଖେ । ମରିଗଲା ପରେ ଦୁନିଆଁ ନଜରେ ...

1    7.0K 6

ସୁଖ ସୌଦାଗର

Tragedy

ମୋ' ସପନ ଅଟକିଛି ଅଧୁରା ରାସ୍ତାରେ। ତୁମରି ପରଶ ପାଇଁ ଅଛି ଅପେକ୍ଷାରେ। ଜଣେନା ସେ,କେତେବେଳେ ଜୋଛନା ଝରିବ । ...

1    6.9K 10

ଅଭିମାନ

Others

ସଖା ବୋଲି ଯେବେ କରୁନା ସ୍ୱୀକାର ନ କର,ତିଳେ ମୋ'ଆପତ୍ତି ନାହିଁ । ମୋ'ଦିଆ ସୁଖକୁ ସ୍ଵୀକାର ନକଲେ ଅଭିମାନ ଛଡ଼ା କି...

1    6.7K 6

କିଏ କହେ ତୁମେ ଯଉବନ ହରା

Classics Others

ଗାରିମାରେ ଗରୀୟାନ୍ । ମୁକ୍ତ କଣ୍ଠେ ଗାଏ, ସ୍ୱାଗତ ସଙ୍ଗୀତ । ହେବ କି ଗୋ ସ୍ୱାଗତିକା ମୋର ! ଅର୍ପି ଦେଇ ତୁମ ସୁବର୍ଣ୍ଣ...

1    6.9K 10

ରଜ ରଙ୍ଗ

Inspirational Others

ଆସ ଗୋ ବାନ୍ଧବୀ, ରଜ ରଙ୍ଗ ନେଇ ମାତି ଯିବା ନିଜ ରଙ୍ଗ ଜୁଆରେ । ସେ ରଙ୍ଗର ଛିଟା ସଭିଙ୍କୁ ବାଣ୍ଟିବା ସଂସାର ହସି...

1    6.6K 12

ବୋଉ !

Tragedy

ତୋ'ରି ଶରଧାରେ ତୋ'ରି ପରଶରେ ହସୁଥିଲା ନିତି ସଞ୍ଜବତୀ.....

1    13.5K 8

ପ୍ରଭୁ, ତୁମେ ନିଜେ ଅସହାୟ !

Others

ନିଜ ଆଖି ଲୁହ ଗଡେଇବା ପାଇଁ ଶ୍ରୀ ପାହାଚେ ତୁମ ଆଶରା ନାହିଁ। ମୋ'ଆଖି ଲୁହକୁ ଧୋଇବାର ପାଇଁ କିପାଇଁ ଭାବିବି କଳା ଗ...

1    6.9K 5

ମହା ତୀର୍ଥ

Inspirational

ଶୁଣ ଗୋ ପ୍ରଣୟୀ ବଧୁ,ଭାବମୟୀ ! ବାଢି ଦେଉଛି ମୋ' ମନର କଥା....

1    6.5K 5

ଜୀବନ୍ତ ପ୍ରତିମା

Inspirational

ଜୀଵନେ ତ କେବେ ଭୁଲି ପାରିବିନି ଭୁଲିବି, ଯେ ଦିନ ମଶାଣି ଯିବି ।

1    6.6K 6

ଯେହେତୁ ଦେଇଛି ମନ

Romance

ଜାଣେନା କାହିଁକି ତୁମ ଶ୍ରୀ କୋଳକୁ ଆଜି ମୁଁ ଅଲୋଡ଼ା ହେଲି....

1    6.5K 7

ପ୍ରଣୟ

Inspirational Others

ପାପୀର ଆଖିରେ ପ୍ରଣୟ ଦିଶଇ କଳଙ୍କ ବେଷ୍ଟିତ ପାପ ପସରା। ନିନ୍ଦୁକ ନିଜର ନିନ୍ଦା ବଜାରରେ ମେଲାଇ ଦି...

1    7.0K 6

ସହି ପାରେନି ମୋ ଆଖି

Others

ଅଦିନ ବଉଦ ଝର ଝର ହୋଇ ଅହେତୁକ ଝରିଗଲା। ସତେ କି ପ୍ରକୃତି ମଣିଷ ଦରଦ ଅପଲକେ ବୁଝି ନେଲା।

1    7.0K 8

ସତ୍ୟ ଉବାଚ

Others

ତୁମେ ବି ସାବିତ୍ରୀ ହୁଅନା ପ୍ରଣୟୀ ଆମ ପ୍ରୀତି ପାଇଁ ପ୍ରହସନ ଲୋଡ଼ା ନାହିଁ । ଅଛି ଯେବେ ସତ୍ୟ

1    6.7K 5

ବନ୍ଧୁ !

Inspirational

ସୁଖ ସମୟରେ ସୁଖ ବାଣ୍ଟି ନିଅ ଏତିକି ମାତର ବନ୍ଧୁକୁ ମାଗେ।

1    6.7K 5

ବନ୍ଧୁ ପଣିଆ

Inspirational

ତୁମରି ଇଙ୍ଗିତେ ନାଚେ ନର୍ତ୍ତକୀ ବନ୍ଧୁ ପଣିଆରେ ସୁଷମା।

1    6.5K 4

କପଟୀ କୃଷ୍ଣ

Others

ସୁଖ ଅଜାଡିଲ ଦୁଃଖକୁ ପିଇଲ ନିଜର କପଟ ପଣେ !

1    6.8K 5

କିଛି କଥା..

Others

କେଇଜଣ ନୁହନ୍ତି ନିଜର, ହୋଇଯାନ୍ତି ଅତି ଆପଣାର। ଚାହିଁଲେ ବି ଭୁଲି ହୁଏ ନାହିଁ, ରହିଯାନ୍ତି ଚିର...

1    1.1K 4

ରଜ ମଉଜ ସଜବାଜ

Others

ବସୁଧା ମାଆର ସୁନା ଅଗଣାକୁ ମହକେଇ ଦେଇ ବାଣ୍ଟିଲେ ଖୁସି ।

1    6.7K 6

ଅନୁଚିନ୍ତା

Tragedy

ଚାରିଆଡ଼େ ଖାଲି ମିଛ ଓ ଛଳନା

1    1.2K 7

ରଙ୍ଗ ଆସେ ରଙ୍ଗ ଯାଏ

Inspirational

ରଙ୍ଗ ଆସେ ରଙ୍ଗ ଯାଏ ସୁବାସ ତ ଚିରନ୍ତନ ସତ୍ୟ ।

1    1.3K 2

ସଖୀ ନୁହଁ କଳଙ୍କିନୀ

Romance

ସଖୀ ନୁହଁ କଳଙ୍କିନୀ ମୋ ଆଖିରେ ତୁମ

1    6.6K 6

ନିଶିଗନ୍ଧା

Romance

ସ୍ବପ୍ନରେ ତୁମେ, ବାସ୍ତବରେ ତୁମେ, ନୀରବରେ ତୁମେ, କୋଳାହଳେ ତୁମେ...

1    6.5K 5

ନାରୀ, ତୁମେ ନମସ୍ୟ !

Inspirational

ତୁମ ନମ୍ରତାର ଆଗେ ମୁଁ ଚିର କୃତଜ୍ଞ । ଆଉ ତୁମେ ମୋ' ଚିର ନମସ୍ୟ ।

1    6.8K 5

କାବ୍ୟାଭିଷେକ

Inspirational

ହୁଅ ତୁମେ ଗାଳ୍ପିକ, ଔପନ୍ୟାସିକ , ହୁଅ କବି ଅବା ନାଟ୍ୟକାର । ସାଥି ମୋର ସୁଖରେ ଦୁଖରେ ।

1    6.6K 4

ବେଦର ମାହାତ୍ମ୍ୟ

Others

ଅମ୍ଳାନତା, ମଣିଷର ଶ୍ରେଷ୍ଠ ଅଳଙ୍କାର । ଅକ୍ଷୁର୍ଣ୍ଣତା, ଈଶ୍ବରଙ୍କ ପୁଣ୍ୟ ଉପହାର ।

1    6.8K 6

ତଥାପି କାହିଁକି...

Inspirational

ସ୍ବାଧୀନତା ମୋର ବ୍ୟକ୍ତିଗତ ଅଧିକାର....

1    6.5K 3

ଶ୍ରାବଣୀ ଗୋ !

Romance

ଶ୍ରାବଣୀ ଗୋ ! ତୁମେ ଫଗୁଣ ପଣତ ଅଦିନରେ ଓଦା କଲ।

1    6.7K 4

ଜୀବନ୍ତ ଶ୍ରୀରାମ

Inspirational

ନିଜର ନିଜର ଲାଗିବା ପରଠୁ,ମୃତ୍ୟୁ ଭୟ ବି ମନରୁ ଦୂରେଇ ଯାଏ....

1    6.7K 3

ମାଗୁଣି

Inspirational

ଆପଣଙ୍କୁ ଦେଇପାରେ ଖାଲି,ମୁଠା ମୁଠା ଭକତି ସମ୍ଭାର।...

1    6.3K 6

ସତ୍ୟମ୍ ଶରଣମ୍ ଗଚ୍ଛାମି

Inspirational

ପରିଣାମ...... ଭାଜ୍ୟ ଓ ଭାଜକକୁ ନେଇ ଭାଗଫଳ, ସେଇ ବୁଦ୍ଧ ସ୍ତୁତି, ସତ୍ୟମ୍ ଶରଣମ୍ ଗଚ୍ଛାମି ।

1    13.5K 4

ପ୍ରିୟତମା

Romance

ଆଖି ଲୁହ ସିନା ପୋଛି ପାରିବିନି କୋହକୁ ତୁମରି ସାଉଟି ନେବି

1    1.3K 5

ଭିନ୍ନ ମଣିଷ

Inspirational

ମୁଁ ଏକ ନିମିତ୍ତ ଈଶ୍ବର ପ୍ରେରିତ ଲଙ୍ଘିବାକୁ ଯେ ବିଷାଦ।

1    7.0K 6

ନିଷ୍ଠୁର ସତ

Tragedy

ଆଜିର ମଣିଷ ନିଜ ପାଇଁ ଖୁସି ଖୋଜିବାକୁ ନିଜେ ନୁହେଁ ସମର୍ଥ।

1    6.7K 2

ପ୍ରଣୟିନୀ

Romance

ପ୍ରେମ କରେ, ପ୍ରତାରଣା ନୁହେଁ।

1    1.3K 4

ବନ୍ଧୁ ସ୍ମୃତି

Inspirational

ନୁହଁ ତୁମେ କୃଷ୍ଣ, ନୁହେଁ ମୁଁ ସୁଦାମା ନାହିଁ ସେ ଦ୍ବାପର ଯୁଗ । ତଥାପି ବନ୍ଧୁ ହେ ! ଆମ ଏ ମିତ୍ରତା ...

1    6.6K 2

କପଟୀ କୃଷ୍ଣ ହେ !

Others

ଚକ୍ରୀ ତୁମେ ! ଚକ୍ରବ୍ୟୁହ ରଚି ମିଛରେ ମିଛରେ ଏତେ ବଡ଼ କୁରୁକ୍ଷେତ୍ରେ ସତ୍ୟକୁ ସ୍ଥାପିଲ।

1    6.5K 1

ସାଇତା ପାଖୁଡା

Inspirational

ସେଇ ପାଖୁଡ଼ାର ପରାଗରେଣୁ ରେ ଲକ୍ଷେ ଫୁଲ ଖିଲି ହସିବ । ପୁଣ୍ୟ ଚହଟରେ ସଂସାର ବାସିବ ଲୋଡ଼ା ନାହିଁ ଆନ...

1    6.5K 0

ବିରଳ ମଣିଷ

Inspirational

ଛିଣ୍ଡା କନା ଖଣ୍ଡେ ଦେହକୁ ଢାଙ୍କିଛି ଆଖିର ଲୁହ ଯେ ଶୁଖି ଯାଇଛି। ଭଙ୍ଗା ମନ ନେଇ ଭଲ ମଣିଷ ଟି ମନ...

1    6.5K 2

ବୋଉ !

Abstract Others

ବୋଉ ଲୋ........! ତୁ ଜାୟା,ତୁ ନାରୀ, ତୁ ଗଙ୍ଗା,ତୁ ଗୌରୀ

1    6.7K 1

ସୁକନ୍ୟା

Abstract Others

କୁହ ତେବେ ପୂଣ୍ୟ ରଜନୀ ଗନ୍ଧା କିପାଇଁ ସହଜେ ମୌଳି ଯାଅ ?

1    6.8K 8

ମୋର ବାଲ୍ୟକାଳ

Abstract

ଏଠି,ମୋତେ ନିତି ଖେଳିବାକୁ ପଡେ କପଟପାଶାର ପ୍ରତାରଣା, ଛଳନାର ଖେଳ।

1    6.3K 5

ନୂତନ ଆଲୋକ

Inspirational

ସହାସ୍ୟ ବଦନେ ସୁନୀଳ ସପନ ଛିଡ଼ା ହୋଇ ଇସାରା କରୁଛି ।

1    6.6K 7

ମମତାର ଡାକ

Inspirational

ଢାଙ୍କିଦେବି ସବୁ ଦୋଷ ପଣତ ଉହାଡେ...ମୁଁ ମା' ତୋର...

1    6.7K 6

ଶରଧା ଲୁହ

Abstract Others

ତାହେଲେ ଜାଣିବି ପାଷାଣେ ଥିଲେବି ପଥର ନୁହଇ ତୁମ ହୃଦୟ।

1    6.7K 3

ନୀଳାଦ୍ରି ବିହାରୀ

Inspirational

ପ୍ରତାରକ ବୋଲି କୁହନ୍ତିନି କେହି ବ୍ରହ୍ମତତ୍ତ୍ଵ ତୁମେ ବିଶାଳ ଦାରୁ...

1    6.9K 5

କୁହ ପ୍ରଭୂ ମୁଁ କି କରିବି !

Inspirational

ଭାବିଥିଲି ଶୁଭ୍ର ପଦ୍ମ ପାଖୁଡ଼ାରେ ତୁମ ମନ୍ଦିରକୁ ସଜେଇବି...

1    6.8K 3

ଫେରିଆ

Abstract

ପ୍ରିୟା ଚେହେରାର ଗୋଲାପୀ ରଙ୍ଗର ଆଗେ।

1    6.8K 3

ସୁନା ସପନ

Abstract Others

ସପନଟି ଯେବେ ସତ ହୋଇଯାଏ ସଂସାରଟି ସୁନା ରାଇଜ ପାଲଟିଯାଏ।

1    6.7K 8

ପ୍ରୀତି ପଣ

Others

ଶୁଭ ବସନରେ ତୋ ସୁନା ଦେହଟି ଆହୁରି ସୁନ୍ଦର, ଦେଉଳି ଦିଶେ।

1    6.6K 5

ଦୁଃଖର ପ୍ରତୀକ

Others

ସ୍ମୃତି ଆସେ, ଆସି ଚାଲିଯାଏ। ତୁମେ କିନ୍ତୁ ସେଇ ସ୍ମୃତି ହୃଦୟରେ ଗାର ଟାଣିଯାଅ।

1    7.1K 8

ବିଜୟୀ

Inspirational Abstract

ହାରିବା ଜିତିବା ବଡ଼ କଥା ନୁହେଁ ବଡ଼ କଥା ନିଜ ମଣିଷ ପଣ...

1    6.8K 3

ପ୍ରେରଣାମୟୀ

Others

ଆସିଗଲ ଯଦି ମୋ ଭାଗ୍ୟରେ ଥିଲ ରହିଯାଅ ଚିର ଜୀବନ ଧାରେ। ପ୍ରେରଣାମୟୀ ଗୋ ! ହିରଣ୍ୟ ଚିନ୍ମୟୀ ଭରିଦିଅ ସୁଖ ମୋ ଜୀବନରେ।

1    6.6K 8

ଈର୍ଷା

Others

ପରଶ୍ରୀକାତର, ସେ କାହୁଁ ବୁଝିବ ପ୍ରେମର ପବିତ୍ର ବନ୍ଧନ !

1    6.8K 8

ଅସରା ହୃଦୟ

Inspirational Abstract

ସାଗରକୁ କିଛିି କହିବା ଆଗରୁ ତାଣ୍ଡବ ନୃୃତ୍ୟରେ ପ୍ରକମ୍ପିତ କଲା ମହୀ....

1    6.6K 3

ଅର୍ଚ୍ଚନା

Others

ଝର ଝର ଝରେ ନିର୍ଝର ସମ ନୟନର ନୀର ତୁୁୁମ ଦରଶନ ପାଇଁ।

1    6.6K 5

ଫୁଲ ପାଖୁଡା

Others

ଫୁଲ ପାଖୁଡାଟି ହସି ହସି କହେ ସୌରଭ ମୋର ବିିଛେଇ ଦେବି।

1    6.9K 6

ସାଗର କନ୍ୟା

Fantasy

ସାଗର କନ୍ୟା ତୁମେ, ସାଗର ଗରଭୁ ଜାତ।

1    6.3K 5

ସମ୍ପର୍କ

Inspirational Abstract

ସମ୍ପର୍କ ବିନା ନାହିଁ ଯେ ସଂସାର...

1    6.6K 2

ନିଖୁଣ ଶିଳ୍ପୀ

Inspirational Abstract Others

ଏକ ପାର୍ଥନା...

1    1.1K 5

କପଟୀ ସଂସାର

Abstract Others

ଦିନ ଥିଲା ମୋର ଛୋଟ ଅଗଣାରେ ମିଠା ମହୁ ଝରୁଥିଲା...

1    1.2K 6

ଦେବ ଦେବ ମହାଦେବ

Inspirational Abstract Others

ଦୀପ ଟିଏ ଅରପୁଛି ତୁମରି ଚରଣେ...

1    6.5K 5

ଜାଗରରାତି

Abstract

ଜାଗର ସରିଲା, ରାତି ବି ପାହିଲା ମନ୍ଦିରଟା ସାରା ଝଲସୁୁୁଥିଲା। ଜାଣେନା କେବେ ମୋ ପ୍ରଦୀପ ଜଳିବ ମୋ ଭଙ୍ଗା ମନ୍ଦିର ଭ...

1    6.5K 5

ଗେହ୍ଲେଇ ଫଗୁଣ

Others

ଗେହ୍ଲେଇ ଫଗୁଣ ହଳଦୀ ଦେହରେ କିମିଆ ଖରାର ପଣତ ମେଲି। ଧିରେ ଧିରେ ଆସେ ସୁୁୁନା ଅଗଣାରେେ ଆମ୍ବ ବଉଳର ମିତକୁ ନେଇ।

1    6.9K 5

ସବୁଥାଇ ବି ଅନାଥ

Inspirational Abstract Others

ଅନାଥ ବୋଲି ମୁଁ କାହାକୁ ଭାବିିିବି...

1    1.3K 5

ଶୁଭଦାୟିନୀ ଶୁଭଦା

Others

ଶାନ୍ତିଦାୟିନୀ ମା' ,ପ୍ରୀତି ପ୍ରଦାୟିିିନୀ ଶାନ୍ତି ପ୍ରୀତି ଦୟା ସ୍ନେହ ଆକର, ଭରିଦିଅ ଵିିଶ୍ୱ ପବିତ୍ର ପୁଲକେ ସର୍ବ...

1    6.7K 5

ସେନେହ ବନ୍ଧନ

Others

ଅନେକେ ତୂୂୂଳନ୍ତି ମୁୁୁଖ ସୁୁୁନ୍ଦରତା ମୁଁ ତୁୁୁମ ହୃୃୃଦୟ ଦେଖେ। କେଉଠି ପାଇବି ନିିିରିମାଖୀ ମନ ଯାହା ପାଏ ତୁୁୁମ ...

1    13.7K 5

ପଣତ କାନୀ

Abstract

ମଣିଷ ପାଖରେ ଖୋଜି ବସିଲେ ବି ମିଳେ ନାହିଁ ସେହି ପ୍ରେମ ନିଆରା।

1    6.5K 4

ବସୁଧା

Others

ମଣିଷର ସଙ୍କୀର୍ଣ୍ଣତା କରେ ତାକୁ ଜରଜିର୍ଣ୍ଣ,

1    1.1K 2

ପ୍ରଣୟୀ

Fantasy

ଜହ୍ନ ଆଖି ଲୁହ ସିିନା ପୋଛିି ପାରିବିନି

1    6.6K 7

ମାଣିକ ମୁକୁନ୍ଦ...

Inspirational Abstract Others

ମାଣିକ ମୁକୁନ୍ଦ ଅବା ଅରବିନ୍ଦ କେଉଁ ନାମେ ପ୍ରଭୂ ଡାକିବି ତୋତେ?

1    6.6K 3

ପ୍ରୀତି ହସ

Romance

ସାଗର ଗର୍ଭରୁ ଶାମୁକା ଗୋଟାଇ ତୁମରି ସପନ ସଜେଇ ଥିଲି।

1    6.9K 5

ହୃଦୟ.....

Tragedy

କାହାକୁ କହିବି ନିଜ ମନକଥା ନିଜର ବୋଲିି ତ ଜଣେ ବି ନାହିଁ। ଯାହାକୁ ଭାଵିିଲି ନିଜ ଲୋକ ଵୋଲି ତା ପାଖେ ସେମିତି ହୃଦୟ କା...

1    1.3K 5

ଆଞ୍ଜୁଳାଏ ଭାତ

Tragedy

ଏମିତି କରମ ଦେଇଛିି ବିଧାତା, ନାହିିଁ ସୁୁୁଖ ଅଛିି କଷଣ ଜୀବନଧାରା ।

1    6.7K 1

ସପନ ଦେଉଳ

Fantasy

ସପନର ଦେଉଳରେ....

1    6.7K 4

ନକଲି ସହର

Abstract Others Inspirational

ସଭ୍ୟ ମଣିଷର ବିତର୍କ ଵିବେକ ଶୋଇ ପଡ଼଼ିଛି...

1    1.2K 6

ଆଇନାରେ ମୁହଁ...

Inspirational

ଛାଇକି ଅନାଇ ଡରୁଛ କାହିଁକି ଛାଇରେ ତୁୁୁମରି ସ୍ମୃତିରହିଛି । ଅନ୍ଧାର ହୋଇ ଵି ନୁହେଁ ସେ ନିଷ୍ଠୁୁୁର ଆଶାର ଆଲୋକ ହାତ ଠ...

1    7.0K 3