Susanta kumar Patra
Literary Colonel
37
Posts
126
Followers
0
Following

I'm Susanta kumar and I love to read StoryMirror contents.

Share with friends
Earned badges
See all

ହେ ବନ୍ଧୁ, ମୁଁ ଅଟେ ଜଳ ତୁମେ ମୋ ବନ୍ଧ, ତୁମ ଆଖିରେ ଦେଖିବାପାଇଁ ମୁଁ ସାଜିବି ଅନ୍ଧ | ସୁଶାନ୍ତ କୁମାର ପାତ୍ର ଦରପଦା, ନୟାଗଡ

ଓଠ କହୁଥିବା କଥା କାନ ଶୁଣୁ ଥାଏ, ଓଠର କଥାକୁ କିଛି ଆଖି କହିଥାଏ, ଆଖି କହୁଥିବା କଥା କେବଳ, ମନର ମଣିଷ ଦେଖି ପାରିଥାଏ | ସୁଶାନ୍ତ କୁମାର ପାତ୍ର

ତୁମ ବୁଝିବା ଆଉ ମୁଁ ବୁଝେଇବାରେ ଯଦି କୋଉଠି ଭୁଲୁ ହେଉଥାଏ ତାହାଲେ ଭୁଲୁକୁ ଖୋଜିବା ଦରକାର କିନ୍ତୁ ପରସ୍ପରକୁ ଭୁଲୁ ବୁଝିବା ବୋକାମୀର ପରିଚୟ | ସୁଶାନ୍ତ କୁମାର ପାତ୍ର

ପ୍ରେମିକା: ସବୁ ସୁନ୍ଦରତ ତୁମ ଆଖିରେ ରହିଛି ମତେ ଏତେଥର ଦେଖୁଛ କଣ ପାଇଁ? ପ୍ରେମିକ:ମୁଁ ତୁମକୁ ଦେଖୁଛି କିଏ କହିଲା? ମୁଁ ତୁମର ସେଇ ଆଖିକୁ ଦେଖୁଛି ଯୋଉ ଆଖି, ମୋ ହୃଦୟର କଥାକୁ ପଢି ପାରୁଛି| ସୁଶାନ୍ତ କୁମାର ପାତ୍ର

ମୁଁ ଯଦି କାହାକୁ ହସେଇ ପାରିବି ନାହିଁ, ତାହାଲେ ତାକୁ କନ୍ଦେଇବା ମୋର ଅଧିକାର ନାହିଁ | ସୁଶାନ୍ତ କୁମାର ପାତ୍ର ଦରପଦା, ନୟାଗଡ

ହେ ଜଗନ୍ନାଥ, ଜଗତରନାଥ ଜାହା ଘଟିଛି ତୁମ ଆଦେଶ, ଜାହା ଘଟିବ ତୁମ ନିର୍ଦେଶ, ଜାହା ଘଟୁଛି ତୁମ ଲୀଳା, ତୁମ ନିର୍ଦେଶକୁ ସହିବା ପାଇଁ, ମୋତେ ଶକ୍ତି ଦିଅନ୍ତୁ ପ୍ରଭୁ | ଜୟ ଜଗନ୍ନାଥ ସୁଶାନ୍ତ କୁମାର ପାତ୍ର


Feed

Library

Write

Notification
Profile