STORYMIRROR
ହେ ଜଗନ୍ନାଥ,...
ହେ ଜଗନ୍ନାଥ,...
ହେ ଜଗନ୍ନାଥ,...
“
ହେ ଜଗନ୍ନାଥ, ଜଗତରନାଥ
ଜାହା ଘଟିଛି ତୁମ ଆଦେଶ,
ଜାହା ଘଟିବ ତୁମ ନିର୍ଦେଶ,
ଜାହା ଘଟୁଛି ତୁମ ଲୀଳା,
ତୁମ ନିର୍ଦେଶକୁ ସହିବା ପାଇଁ,
ମୋତେ ଶକ୍ତି ଦିଅନ୍ତୁ ପ୍ରଭୁ |
ଜୟ ଜଗନ୍ନାଥ
ସୁଶାନ୍ତ କୁମାର ପାତ୍ର
”
499
More oriya quote from Susanta kumar Patra
Download StoryMirror App